ରାଜ୍ୟରେ କାୟା ମେଲାଉଛି କରୋନା। ଆକ୍ରାନ୍ତ ସଂଖ୍ୟା ୬କୁ ବୃଦ୍ଧି।

- Advertisement -

ଭୁବନେଶ୍ୱର : ଆଜି ରାଜ୍ୟରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ହୋଇଛି। ଆସନ୍ତା କାଲି ତାଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ତାହା ଆଜି ପୋଜିଟିଭ୍ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଘର କଟକ ବୋଲି ସୂଚନା ମିଳିଛି। ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ। ଏ ନେଇ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ।
ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬ ରେ ପହଁଚିଲା। ଆଜି ସକାଳୁ ରାଜ୍ୟର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଥିଲା । ପୂର୍ବରୁ ମଧ୍ୟ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles