ରଥ ନିର୍ମାଣ ଆରମ୍ଭ ହେବ : ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତି..  

- Advertisement -

 

ଭୁବନେଶ୍ୱର : 26 ଏପ୍ରିଲ ରୁ ରଥ ନିର୍ମାଣ ହେବା କଥା ! ରଥ ନିର୍ମାଣ କାର୍ଯ୍ୟ ଦୁଇ ମାସ ଚାଲେ ! ହେଲେ ଏଥର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ! ନୂତନ ଗାଇଡଲାଇନକୁ ଅନୁଧ୍ୟାନ କରିଛୁ ! ମୁଁ ସ୍ପଷ୍ଟ କରିବାକୁ ଚାହେଁ ରଥ ନିର୍ମାଣ କାର୍ଯ୍ୟ ରିଲିଜିୟସ କାର୍ଯ୍ୟ ନୁହେଁ ! ଏହା ଏକ ନିର୍ମାଣ କାର୍ଯ୍ୟ ! ରଥଯାତ୍ରା ଏକ ରିଲିଯିଅସ ପର୍ବ ! ତେଣୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ ବୋଲି ପରିଚାଳନା କମିଟି ନିଷ୍ପତି ନେଇଛି ! ପୁରୀ ଗ୍ରୀନ ଜୋନରେ ଅଛି ! ଗ୍ରୀନ ଜୋନରେ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଗାଇଡ଼ ଲାଇନରେ ଉଲ୍ଲେଖ ଅଛି ! ତେଣୁ ଆମେ ରଥ ନିର୍ମାଣ କରି ପାରିବୁ ବୋଲି ନିଷ୍ପତି ନେଇଛୁ ! ରାଜ୍ୟ ସରକାରଙ୍କୁ ଜଣେଇଛୁ ! ରଥ ନିର୍ମାଣ ଓ ରଥ ଯାତ୍ରା ନିଷ୍ପତି ରାଜ୍ୟ ସରକାର ନେବେ ! ସରକାର ଆସନ୍ତାକାଲି ସୁଧା ଆମକୁ ଅନୁମତି ଦେଲେ ଆମେ ନିର୍ମାଣ କାର୍ଯ୍ୟ ଆସନ୍ତାକାଲି କିମ୍ବା ମଙ୍ଗଳବାର ଆରମ୍ଭ କରିବୁ ! ଯଦି କୌଣସି ପରିସ୍ଥିତିରେ ରଥଯାତ୍ରା ବଂଧ ହୁଏ, ତେବେ ଏହା ରୋଷ କାମରେ ଲାଗିବ !

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles