ଯାଜପୁର ରୋଡ୍ ନୁଆ ଏସ୍ ଡି ପି ଓ ଙ୍କ ଦାୟିତ୍ବ ଗ୍ରହଣ

- Advertisement -

ବ୍ୟାସନଗର: ଯାଜପୁର ସବଡିଭିଜନ୍ ଅଧିନରେ ଥିବା ଏସ ଡି ପି ଓ
କେଦାରନାଥ ସାହୁଙ୍କ ଅନ୍ୟତ୍ର ବଦଳି ପରେ ଖାଲି ପୂରଣ ହୋଇଛି ତାଙ୍କ ସ୍ଥାନ । ମାଲକାନଗିରିରେ ଡି ଏସ୍ ପି ଭାବେ କାର୍ଯ୍ୟରତ ଥିବା ଚିନ୍ମୟ ନାୟକଙ୍କୁ ଏଠାକୁ ଏସ୍ ଡି ପି ଓ ଭାବେ ବଦଳି କରାଯାଇଥିଲା । ଶ୍ରୀ ନାୟକ ଗତ କାଲି ନିଜ ନୁଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଯାଜପୁର ସବଡିଭିଜନ୍ ଅଧିନରେ ଥିବା ସମସ୍ତ ଥାନା ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ । ସମସ୍ତ ଥାନା ଅଧିକାରୀମାନେ ନୂତନ ଏସ୍ ଡି ପି ଓ ସ୍ବାଗତ ଜଣାଇଥିଲେ । ଏହି ବୈଠକରେ ‘ମୋ ସରକାର’ଯୋଜନା ସମ୍ପର୍କରେ ପଚାରି ବୁଝିବା ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles