ନିୟମକୁ କଡାକଡି ଭାବରେ ପାଳନ କରୁଛି ପୋଲିସ୍

- Advertisement -

ବ୍ୟାସନଗର: କେନ୍ଦ୍ର ସରକାର ପ୍ରଣୟଣ କରିଥିବା ଯାନବାହନ ନିୟମକୁ କଡାକଡି ଭାବରେ ପାଳନ କରୁଛି ଯାଜପୁର ରୋଡ ପୋଲିସ୍ । କିଛି ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣଙ୍କୁ ସଚେତନ କରିବା ପରେ ଧିରେ ଧିରେ ନିୟମକୁ କଡା କରିବାକୁ ପ୍ରୟାସ କରୁଛି । ସେହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଚୋରଦା ବ୍ଏପାସ୍ ଛକରେ ପବିତ୍ର ମହାରଣା ନିଜର ସହଯୋଗୀଙ୍କ ସହିତ ଯାନବାହନ ଯାଞ୍ଚ କରିଥିଲେ । ବିନା ହେଲମେଟ୍, ଲାଇସେନ୍ସ ଓ ଦୁଇରୁ ଅଧିକ ବସି ଯାଉଥିବା ଲୋକଙ୍କୁ ଅଟକାଇ ସଚେତନ କରିବା ସହ ଜୋରିମାନା ଆଦାୟ କରାଯାଇଥିଲା । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ସ୍ଥଳରେ,ବୁଦ୍ଧିଜିବୀ ମହଲରେ ସ୍ବାଗତ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles