ନିଯୁକ୍ତ ହେଲେ ପ୍ରତ୍ୟେକ ଜିଲ୍ଲା ପାଇଁ ବିଜଦ ର ପର୍ଯ୍ଯବେକ୍ଷକ

- Advertisement -

ବ୍ୟାସନଗର  : ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରତ୍ଯେକ ଜିଲ୍ଲା ର ପର୍ଯ୍ଯବେକ୍ଷକ ନିଯୁକ୍ତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ନିରଞ୍ଜନ ପୂଜାରୀ (ଅନଗୁଳ)ଉଷା ଦେବୀ (କଟକ ) ନବକୀଶୋର ଦାସ (କଳାହାଣ୍ଡି)ପ୍ରମିଳା ମଲ୍ଲିକ ( କେନ୍ଦ୍ରାପଡା ) ପ୍ରଫୁଲ୍ଲ କୁମାର ମଲ୍ଲିକ (ବରଗଡ)ସୁଶାନ୍ତ ସିଂ (ବଲାଙ୍ଗୀର)ମହେଶ୍ୱର ମହାନ୍ତି (ଗଞ୍ଜାମ)ପୂର୍ଣ୍ଣଚନ୍ଦ୍ର ସ୍ବାଇଁ (ଗଜପତି)ବିକ୍ରମ୍ କେଶରୀ ଆରୁଖ୍ (କନ୍ଧମାଳ)ବିଜୟ ନାୟକ (ଢେଙ୍କାନାଳ)କୃତିବାସ ପାତ୍ର (ବୌଦ୍ଧ)ଇଂ.ପ୍ରୀତିରଞ୍ଜନ ଘଡେଇ (ସୁନ୍ଦରଗଡ)କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର (କେନ୍ଦୁଝର)ପ୍ରଣବ୍ ପ୍ରକାଶ ଦାସ୍ (ମୟୁରଭଞ୍ଜ)ପ୍ରତାପ ଜେନା (ବାଲେଶ୍ବର)ରଣେନ୍ଦ୍ର ପ୍ରତାପ ସ୍ବାଇଁ (ଭଦ୍ରକ)ଦେବାସିଶ ସାମନ୍ତରାୟ (ଜଗତସିଂହପୁର)ପ୍ରଦୀପ କୁମାର ଅମାତ୍ (ପୁରୀ)ପ୍ରସନ୍ନ ଆଚାର୍ଯ୍ୟ (ଖୋର୍ଦ୍ଧା)ସୌଭାଗ୍ଯ ନାୟକ (ନୂଆପଡା)ଅଶୋକ ପଣ୍ଡା (ଯାଜପୁର)ଅମର ପ୍ରସାଦ ଶତପଥୀ (ନୟାଗଡ)ପଦ୍ମନାଭ ବେହେରା (ଝାରସୁଗୁଡା)ଆୟୁବ୍ ଖାନ୍(ସୁବର୍ଣ୍ଣପୁର)ପ୍ରଭୃତି ଗୋଟିଏ ଲେଖାଏଁ ଜିଲ୍ଲା ର ଦାୟୀତ୍ବ ଦିଆଯାଇଥିବା ବେଳେ ସଞ୍ଜୟ ଦାସ ବର୍ମା ଙ୍କୁ ନବରଙ୍ଗପୁର ,ରାୟଗଡା , ଚନ୍ଦ୍ର ସାରଥି ବେହେରା ଙ୍କୁ କୋରାପୁଟ, ମାଲକାନଗିରି ଓ ନଳିନୀକାନ୍ତ ପ୍ରଧାନ ଙ୍କୁ ସମ୍ବଲପୁର ଓ ଦେବଗଡ ପ୍ରଭୃତି ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles