ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

- Advertisement -

ଭୁବନେଶ୍ୱର : ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନ ସମ୍ପର୍କ ଯାତ୍ରା ଆରମ୍ଭ କରିବ l ଏହା ଜୟ ପ୍ରକାଶ ଜୟନ୍ତୀ ଯାଏ ଚାଲିବ l ପଦଯାତ୍ରା ସମୟରେ ରାଜ୍ୟ ସରକାରଙ୍କ 5T, ମୋ ସରକାର, ଓ ବିଭିନ୍ନ ଲୋକାଭିମୁଖୀ କାଯ୍ୟକ୍ରମ ସମ୍ପର୍କ ନେଇ ଲୋକଙ୍କୁ ଅବଗତ କରିବ ଦଳ l ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଜେଡି ଜନ ସମ୍ପର୍କ ଯାତ୍ରା ଗାଁ ଠାରୁ ସହର ଯାଏ ଜୋରଦାର କରିବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles