ପୁରୀ : ନୂଆ ରୂପରେ ଶ୍ରୀକ୍ଷେତ୍ର l ପୁରୀରେ ଜବରଦଖଲ ଉଛେଦ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ପରେ ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର l ଆଜି ଶ୍ରୀମନ୍ଦିରକୁ ସଜେଇ ଦେଇଛି ଇନ୍ଦ୍ରଧନୁ l ଇନ୍ଦ୍ରଧନୁର ଚାଦରରେ ଶ୍ରୀମନ୍ଦିରର ଦୃଶ୍ୟ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି l