ଆଜି ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି ମାଁ ଙ୍କୁ ଭିନ୍ନ ରୂପରେ

- Advertisement -

ଯାଜପୁର: ଆଜି ଶକ୍ତି ପୀଠ ମାନଙ୍କରେ ପଞ୍ଚମୀ ହେତୁ ଶ୍ରଦ୍ଧାଳୁମାନେ ଏକ ଅଲୌକିକ ବେଶରେ ମାଁ ବୀରଜାଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ।ମାଁଙ୍କର ଏହି ନିଆରା”କୁସ୍ମାଣ୍ଡା”ବେଶ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।ଏଠାରେ ଉଲ୍ଲେଖ କରାଯାଇପାରେ ରାଜ୍ୟରେ ଥିବା ସମସ୍ତ ଶକ୍ତି ପୀଠ ମାନଙ୍କ ମଧ୍ୟରୁ ବୀରଜାକ୍ଷେତ୍ର ନିଆରା ।କାରଣ ବୀରଜା ହେଉଛନ୍ତି ଏକମାତ୍ର ଶକ୍ତି ସ୍ବରୂପା ଯିଏ କି ରଥ ଚଢି ମନ୍ଦିର ପରିକ୍ରମା କରିଥାନ୍ତି ।ଗବେଷକଙ୍କ ମତ୍ତ ଅନୁଯାୟୀ ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲୁଅଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles