ଆଜିଠାରୁ ବଦଳିଲା ଦୈନିକ ପରିବା ବଜାର ସ୍ଥାନ ।

- Advertisement -

ବ୍ୟାସନଗର : ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ଦୈନିକ ପରିବା ବଜାରକୁ ପ୍ରଶାସନ ପକ୍ଷରୁ ଖୋଲା ଜାଗାକୁ ସ୍ଥାନାନ୍ତର କରାଯାଇଛି ।ବ୍ୟାସନଗର ତଥା ଆଖପାଖ ବିଭିନ୍ନ ଅଞ୍ଚଳର ପରିବା ଚାଷୀ ଓ ଖାଉଟି ମାନେ ପରିବା ପାଇଁ ସାଧାରଣତଃ ଗ୍ରୀନ୍ ମାର୍କେଟ ଓ ଲକ୍ଷ୍ମୀ ମାର୍କେଟ ଉପରେ ନିର୍ଭର କରିଥାନ୍ତି । ସେହି କାରଣରୁ ସେହି ସ୍ଥାନ ଗୁଡିକରେ ଗହଳି ଅଧିକ ହୋଇଥାଏ । ସେହି ସ୍ଥାନରେ ସାମାଜିକ ଦୂରତା ରକ୍ଷା ସମ୍ଭବ ନୁହେଁ । ଏହି କାରଣରୁ ପ୍ରଶାସନ ପକ୍ଷରୁ ଖୋଲା ଜାଗାକୁ ପରିବା ବଜାରକୁ ନହକା ବାଏପାସ୍ ଠାରୁ ଚୋରଦା ବାଏପାସ୍ ପର୍ଯ୍ୟନ୍ତ ମୂଖ୍ୟ ରାସ୍ତା କୁ ସ୍ଥାନାନ୍ତର କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles