ଅସଦାଚରଣ ଅଭିଯୋଗରେ ବିବାହିତ ଗରଫ୍

- Advertisement -

ବ୍ୟାସନଗର  : ମାନ୍ୟବର ଉଚ୍ଚତମ ନ୍ଯାୟାଳୟରେ ଲୋମହର୍ଷଣକାରୀ ନିର୍ଭୟା ଗଣ ଦୂଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶି ଦଣ୍ଡ ବିଧାନ ପରେ ମଧ୍ୟ ସମାଜରେ ଏହାର ପ୍ରଭାବ ପଡୁନଥିବା ହୃଦବୋଧ ହେଉଛି । ଏହା ନିକଟରେ ହୋଇଥିବା ଏକ ଅଭିଯୋଗରୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ପଦ୍ମପୁର ମୋଉଜା ସାପଗଡିଆରେ ରହୁଥିବା ଶ୍ରୀ ସାହୁ ନିଜ ନାବାଳିକା ଝିଅ (୧୧) କୁ ପଡୋଶୀ ଘରେ ରହୁଥିବା ଟୁକୁ ସିଂ ଙ୍କ ଘରକୁ ତରକାରୀ ଆଣିବା ପାଇଁ ପଠାଇଥିଲେ । ଅଭିଯୁକ୍ତ ଟୁକୁ ସିଂ ଝିଅଟିକୁ ଅସଦାଚରଣ କରିଥିଲେ । ଫଳରେ ଝିଅଟି ଘରେ ସବୁ କଥା କହିବା ପରେ , ତା ବାପା ଯାଜପୁର ରୋଡ ଥାନାରେ ଏତଲା ଦେଇଥିଲେ । ଯାଜପୁର ରୋଡ ଥାନା କେସ୍ ନଂ ୭୩/୨୬/୨/୨୦୨୦ ଧାରା ୩୫୪(କ) ,୩୨୪,୫୦୬,ଓ ପକ୍ସୋଆଇନ୍ ୧୦ ଅନୁଯାୟୀ ଅଭିଯୁକ୍ତକୁ  ଗିରଫ କରିଛି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles