ବିଧାନସଭାରେ ହାଜତ ମୃତ୍ୟୁ ଉଠାଇଲେ ମୋହନ….

- Advertisement -

ଭୁବନେଶ୍ୱର : ଗୃହରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ। ମୁଲତବୀ ଆଲୋଚନା ବେଲେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ। ପୁରୀରେ କେ ରମେଶ କୁ ପୋଲିସ ଉଠାଇ ଆଣିଲା ଓ ଥାର୍ଡ ଡିଗ୍ରୀ କରିକି ମାରିଦେଲା। ବାପା ମା ଙ୍କ ଅନୁପସ୍ଥିତିରେ ଶବ ଦାହ କରାଗଲା। ସୁନ୍ଦରଗଡ ରେ ମଧ୍ୟ ହାଜତ ମୃତୁ ହୋଇଛି। ଏଠି ବ୍ରିଟିଶ ଯୁଗ ଚାଲିଛି। ହାଜତ ମୃତୁ ପାଇଁ ପୋଲିସ ସମ୍ପୁର୍ଣ୍ଣ ଭାବେ ଦାୟୀ। ସିଟିଂ ଜଜ ଦ୍ୱାରା ଘଟଣା ର ନ୍ୟାୟିକ ତଦନ୍ତ ହେଉ। ଦାବି ରଖିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ। ଦାବି କଲେ ମୋହନ ମାଝୀ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles