ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ : ନରସିଂହ ମିଶ୍ର…

- Advertisement -

ଭୁବନେଶ୍ୱର : ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ଆଇନ ର ଶାସନ ନାହିଁ। ଜଙ୍ଗଲରାଜ ଚାଲିଛି। ପୋଲିସ କିଛି କରୁନି ରାଜ୍ୟ ସରକାର ବି କିଛି କରୁନାହାନ୍ତି। ହାଜତ ମୃତ୍ୟୁ ହେଲା, ଏନ ଏଚ ଆର ସି ତାଗିଦ କଲେ। ମାନବ ଅଧିକାରର ଉଲ୍ଲଂଘନ ହେଉଛି। ଉତ୍ତରପ୍ରଦେଶ ରେ ଦୁଷ୍କର୍ମ ହତ୍ୟା ପରେ ତାଂକର ମୃତଦେହକୁ ହସ୍ତାନ୍ତର କରାଗଲା ନାହିଁ। ରାଜ୍ୟ ସରକାର ମଧ୍ୟ ସେ ଦିଗଦର୍ଶନ ରେ ଅନୁପ୍ରାଣିତ ହୋଇ ଏଠି ବି ସେଇୟା କଲେ। କେବେ ଓଡ଼ିଶାରେ ଏମିତି ଦେଖା ଯାଇ ନଥିଲା। ଏସ ପି ଙ୍କୁ କେବଳ ବଦଳି କଲେ ହେବନି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କହିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles