ଜନସାଧାରଣଙ୍କ ଟଙ୍କାକୁ ନଷ୍ଟ କରୁଛନ୍ତି ବିରୋଧୀ : ବିଜେଡି

- Advertisement -

ଭୁବନେଶ୍ୱର : ପ୍ରତାପ ଦେବଙ୍କ ମନ୍ତବ୍ୟ। ବିରୋଧୀ ହଟଗୋଳ କରି ବିଧାନସଭା ର କାର୍ଯ୍ୟକାଳ ନଷ୍ଟ କରୁଛନ୍ତି। ଜନସାଧାରଣ ଙ୍କ ଟଙ୍କା କି ନଷ୍ଟ କରୁଛନ୍ତି। ଆଲୋଚନା କୁ ଆସୁନାହାନ୍ତି। ଖବରକାଗଜର ଶିରୋନାମରେ ରହିବା ପାଇଁ ଡ୍ରାମା କରିଛନ୍ତି। ବିଭିନ୍ନ ଅଞ୍ଚଳରୁ ବିଧାୟକ ଆସିଛନ୍ତି। ସେମାନଙ୍କ ଅଞ୍ଚଳର ବହୁ ସମସ୍ୟା ଅଛି। ସେମାନେ ଉଠାଇ ପାରୁନାହାନ୍ତି ବୋଲି ବିବୃତି ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles