ବିଧାନସଭାରେ ପରୀ ଝଡ଼ : କଣ ବାଚସ୍ପତିଙ୍କ ରୁଲିଂଗ ପଢନ୍ତୁ…

- Advertisement -

ଭୁବନେଶ୍ୱର : ପରି ମୃତ୍ୟୁ ଓ ବାପା ମା ଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବାଚସ୍ପତି ଙ୍କ ରୁଲିଂଗ। ବିରୋଧୀ ଦଳ ମାନେ 4 ଟି ପ୍ରସଙ୍ଗ ଉଠାଇଛନ୍ତି। ବାପା ମା ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଛନ୍ତି, ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନୟାଗଡରେ 3 ମାସ ହେଲା ମାମଲା ହୋଇଛି, ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ଅଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ସବୁ ଶୁଣିଛନ୍ତି। ମୁଁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଉଛି ଏହି ଚାରୋଟି ଘଟଣାରେ ଆସନ୍ତାକାଲି ବିସ୍ତୃତ ଭାବେ ଉତ୍ତର ଦେବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles