ପୁରୀ ହାଜତ ମୃତ୍ୟୁ ନେଇ କଣ କହିଲେ ଦିବ୍ୟ ଶଙ୍କର….

- Advertisement -

ଭୁବନେଶ୍ୱର : ହାଜତ ମୃତ୍ୟୁ ପ୍ରସଙ୍ଗ। NHRC ଗାଇଡ଼ଲାଇନ ଅନୁସାରେ ପଦକ୍ଷେପ ନିଆଯାଇଛି। ପୁରୀ ହାଜତ ମୃତ୍ୟୁ ଘଟଣାର ତଦନ୍ତ JMFC ପୁରୀ ତଦନ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବିରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ SDJM ପାନପୋଷ କୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles