ଆରମ୍ଭ ହେଲା କଂଗ୍ରେସର ରାଜ୍ୟସ୍ତରୀୟ ନବ ସଂକଳ୍ପ ଶିବିର…

0
264

ଆରମ୍ଭ ହେଲା କଂଗ୍ରେସର ରାଜ୍ୟସ୍ତରୀୟ ନବ ସଂକଳ୍ପ ଶିବିର। ଦୁଇ ଦିନିଆ ସମ୍ମିଳନୀରେ ଅଧ୍ୟକ୍ଷତା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପ୍ରଭାରୀ ଚେଲା କୁମାର, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଅଛନ୍ତି।