ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ….

- Advertisement -

() ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ। ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧିନ  ଅବସ୍ଥା ରେ ହୋଇଛି ପରଲୋକ। ୬୧ବର୍ଷ ବୟସ ରେ ତାଙ୍କର ଦେହାନ୍ତ hoichh।ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଇସିୟୁ ରେ ଭର୍ତ୍ତି ହୋଇଥିଲେ ପରେ ତାଙ୍କର ଦେହାନ୍ତ ଘଟିଛି। ଶୋକ ପ୍ରକାଶ କଲେ ସବୁ ଦଳର ରାଜନେତା। ସେ ଖାଲି ବିଧାୟକ ନଥିଲେ ସେ ଥିଲେ ଜଣେ ଭଲ ସାହିତ୍ୟକ ମଧ୍ଯ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles