- Advertisement -
() ରାଜ୍ୟ ବିଜେପିକୁ ଲାଗିଛି ବଡ ଝଟକା l ପୁଣି ବବିଙ୍କ ରାଜନୈତିକ ଗୋଟି ଚାଳନାରେ ଫେଲ ମାରିଛି ବିଜେପି ରଣନୀତି l ବିଜେପିରୁ ଇସ୍ତଫା ଦେଲେ ବିଶ୍ବରଂଜନ ମଲ୍ଲିକ ,ବରୀ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସାମଲ। ଖୁବଶୀଘ୍ର ବିଜେଡି ରେ ସାମିଲ ହେବେ ବିଶ୍ବ l