ସୁଦିପ୍ତ ରାୟ ଇଣ୍ଡିଆନ ଅଏଲ ର ପ୍ରଥମ ଓଡ଼ିଆ ନିର୍ଦେଶକ ଭାବେ ନିଯୁକ୍ତ…

0
340

{ }ଜସ୍ଵଶି ପ୍ରଧାମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶାକୁ ପ୍ରାଧ୍ୟାନ ଅବସର ରେ ଆଜି ଶ୍ରୀ ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦେଶକ ରୂପେ ଦାୟୀତ୍ଵ ଦେଇଛନ୍ତି।ଶ୍ରୀ ରାୟ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଅଧିନରେ ଦୁଇ ଦୁଇ ଥର ଅଧକ୍ଷ ଭାବେ ସୁଚାୁରୂପେ କାର୍ଯ୍ୟ ଭାର ତୁଲାଇଥିଲେ।ତାଙ୍କ ଅଧକ୍ଷତା ସମୟରେ ଚାଷୀ ମାନଙ୍କ ଠୁ ଧାନ କିଣା ହେବା ଓ ରାଜ୍ୟରେ ଦୁଇ ଟଙ୍କିଆ ଚାଉଳ ଯୋଗାଣ କାରଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ସେ ବିଜେପି ର ରାଷ୍ଟ୍ରୀୟ ସମ୍ପାଦକ କାର୍ଯ ସହ ରାଜ୍ୟ ବିଜେପି ର ବିଭିନ୍ନ ପଦ ପଦବୀ ବିଭିନ୍ନ ସଂଗଠନ ଦାୟୀତ୍ଵ ରେ କାର୍ଯ କରିବା ସହ ବର୍ତ୍ତମାନ ରାଜ୍ୟ ବିଜେପି ର ମୁଖପାତ୍ର ରୂପେ ଅବସ୍ଥାପିତ ଅଛନ୍ତି।ସେ ଜଟଣୀ ବିଧାନସଭା ବିଜେପି ର ପାର୍ଥି ଭାବେ ପ୍ରତି୍ବନ୍ଦ୍ବିତା କରିଥିଲେ।ଏହି ଅବସର ରେ ଶ୍ରୀଯୁକ୍ତ ସୁଦୀପ୍ତ ରାୟ ପ୍ରଧାନମନ୍ତ୍ରୀ ସମ୍ମାନୀୟ ଶ୍ରୀ ମୋଦି ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖରେ କୃତଜ୍ଞାତା ଜଣାଇଛନ୍ତି ।