ଫେରୁଛି କରୋନା : କଟକଣା ଜାରୀ କଲେ ରାଜ୍ୟ ସରକାର…. .

- Advertisement -

ଭୁବନେଶ୍ୱର :ଆସିଲା ମାର୍ଚ୍ଚ ମାସର କୋଭଡ ଗାଇଡ ଲାଇନ୍ ।ଯାତ୍ରା ପାଇଁ ଫିଟିଲା ବାଟ ।୨୦୦୦ ଲୋକଙ୍କୁ ନେଇ ଯାତ୍ରା କରିପାରିବେ ।ଏନେଇ ଜିଲ୍ଲା ପ୍ରସାସନ ର ଅନୁମତି ନେବାକୁ ପଡିବ ।କୋଭଡ ଗାଇଡ ଲାଇନ କୁ ପାଳନ କରିବା ପାଇଁ କଡାକଡି ଭାବରେ ନିର୍ଦେଶ ଦେଇଛନ୍ତି ।ଏହାସହ ସାମାଜିକ ଦୂରତା ଆଦି ମାନିବା ପାଇଁ ଗୁରୁତ୍ୱ ।ଏହାସହ ଥର୍ମାଲ ସ୍କ୍ରିନ କରାଯିବ ।୬ ଫୁଟ ଦୂରତା ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଏହ ସହ ଯେଉଁମାନଙ୍କ ର ଥଣ୍ଡା କାଷ ଭଳି ଲକ୍ଷଣ ଥିଲେ ଯାତ୍ରା କୁ ଅନୁମତି ମିଳିବ ନାହିଁ ।ଏଥିପାଇଁ ଅନଲାଇନ ଟିକେଟ କରିବା ସହ ଅଧିକ ଟିକେଟ କାଉଣ୍ଟର କରିବା ପାଇଁ ନିର୍ଦ୍ଦେଶ ରହିଛି ।

  1. ଏହାସହ ବାହାଘର କାର୍ଯ୍ୟକ୍ରମ ପାଇଁ ୫୦୦ ଲୋକ ଙ୍କୁ ଅନୁମତି ଦିଆଯାଇଛି ।ମାସ୍କ ଓ ସାନିଟାଇଜର କଡାକଡି ପାଳନ କରିବା ପାଇଁ କୁହାଯାଇଛି ।ସାମାଜିକ ଦୂରତା କୁ କଡାକଡି ପାଳନ କରିବା ପାଇଁ ଗାଇଡ ଲାଇନ ରେ କୁହାଯାଇଛି ।ଏହ ସହ ଧାର୍ମିକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୫୦୦ ଲୋକଙ୍କୁ ଅନୁମତି ।ପ୍ରାଥମିକ ବିଦ୍ୟାଳୟ ପାଇଁ ସରକାରଙ୍କ ଅନୁମତି ନେବେ,ଏତିପାଇଁ ବିଭାଗ ପକ୍ଷରୁ ସ୍ଵତନ୍ତ୍ର sop ଆସିବ ।ଏହାସହ କଣ୍ଟେନମେଣ୍ଟ ଜୋନ ଆବଶ୍ୟକ ପଡିଲେ ଜିଲ୍ଲା ପ୍ରସାସନ ନିଷ୍ପତ୍ତି ନେଇପାରିବେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles