ଜନ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା…

- Advertisement -

() କୋଭିଡ ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା l ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଓଡିଶା ! ପ୍ରାୟ 15ଦିନ ହେବ ଏକ ହଜାର ଭିତର ଉପର ହେଉଛି ସଂକ୍ରମଣ l ମହାରାଷ୍ଟ୍ର,କେରଳ, ତାମିଲନାଡୁ, ଦିଲ୍ଲୀ ରେ ଚତୁର୍ଥ ଲହର ଅତିକ୍ରମ କଲାଣି, ପ୍ରାୟ ତ ଆମେ ସେହି ଷ୍ଟେଜ ଅର୍ଥାତ ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଅଛେ l ଯେଉଁସ୍ଥିତି 20ହଜାର ଉପରକୁ ଟେଷ୍ଟ ହେଉଥିବା ବେଳେ ମାତ୍ର 700ରୁ 800 କେସ ଆସୁଛି l ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ଲକ୍ଷଣ କମ ଅଛି, ଡାକ୍ତରଖାନା ଭର୍ତ୍ତି ହେବା କମ ଅଛି l ରୋଗୀ ସଂଖ୍ୟା ବି ଡାକ୍ତରଖାନାରେ କମ ଅଛି l ଭ୍ୟାକସିନେସନ ଫଳରେ ଲୋକଙ୍କ ଦେହରେ ଲକ୍ଷଣ କମ କରୁଛି ତେଣୁ ଏହା ଏକ ଷ୍ଟାଟିକ ଅବସ୍ଥାରେ ରହି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି l

କାଶୀପୁର ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା

କାଶୀପୁରରେ ଝାଡା ବାନ୍ତି ସଂଖ୍ୟା କମିଆସିଲାଣି l ଡେଲି ରିପୋର୍ଟ ଯାହା ଜିଲ୍ଲା ମାନଙ୍କରୁ ଆସୁଥିଲା ଏବେ ତାହା କମିଆସିଲାଣି l ଯେହେତୁ ବର୍ଷା କମିଛି ତେଣୁ ବିଭିନ୍ନ ଜିଲ୍ଲା ନୂଆ କେସ ଡିଟେକ୍ସନ ଜିରୋ କୁ ଆସିଗଲାଣି, କିନ୍ତୁ କାଶୀପୁରରେ ଗୋଟେ ଦୁଇଟି କେସ ଆସୁଛି l

ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦେଶକ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles