ନବୀନ ପଟ୍ଟନାୟକ ଅସୁସ୍ଥ

- Advertisement -

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟା 5 ଟା 15 ମିନିଟ୍ ସମୟରେ Dehydration ହେତୁ ଭୁବନେଶ୍ୱର ସମ୍ ଆଲ୍ଟିମେଟ୍ ମେଡିକେୟାର୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ସେ ଚିକିତ୍ସାରେ ଭଲ ଭାବରେ ସ୍ୱସ୍ଥ ହେଉଛନ୍ତି।  ସମ୍ ଆଲ୍ଟିମେଟ୍ ମେଡିକେୟାର୍‌ ପକ୍ଷରୁ ସୂଚନା ଦିଆଯାଇଛି।।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles