ମନ୍ତ୍ରୀ ଥିଲେ ଲବିରେ : ସୁଯୋଗ ଦେଖି ଘେରିଲେ ବିରୋଧୀ..

- Advertisement -

ଭୁବନେଶ୍ୱର :ଲବିରୁ ଦଉଡି ଆସିଲେ ୪ମନ୍ତ୍ରୀ ଓ ଶାସକଦଳର ଅନେକ ବିଧାୟକ । ହେଲେ କାହିଁକି l କାରଣ ଗୃହରେ ଉପସ୍ଥିତ ରହୁ ନାହାନ୍ତି ମନ୍ତ୍ରୀ
ଓ ବିଧାୟକମାନେ ଏପରି ଅଭିଯୋଗ ଆଣି ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରିବା ପରେ ଛନକା ପଶିଥିଲା ଶାସକ ଦଳ ଭିତରେ l ଯେଉଁଥି ପାଇଁ ଲବି ଛାଡି ଗୃହକୁ ଆସିଥିଲେ l ଏହାପରେ ବାଚସ୍ପତିଙ୍କ ନିର୍ଦ୍ଦେଶ ଦେଇଥିଲେ ଯେ ଗୃହ କାର୍ଯ୍ୟ ଚାଲିବା ବେଳେ କିଛି ଜଣ ମନ୍ତ୍ରୀ ରହିବା ଦରକାର । ସରକାରୀଦଳ ମୁଖ୍ୟ ସଚେତକ ଏ ଦାୟିତ୍ଵ ନେବା କଥା । ବିରୋଧୀ ଉଠାଇଥିବା ପ୍ରଶ୍ନ ସଠିକ l ଆଜି ଶୁନ୍ୟକାଳରେ ଉପସ୍ଥିତ ରହିନଥିଲେ ଜଣେ ମନ୍ତ୍ରୀ । ତେଣୁ ବିଧାନସଭା ଚାଲିଥିବା ସମୟରେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବା ପାଇଁ ସରକାରୀ ମୁଖ୍ୟ ସଚେତକଙ୍କୁ ନିର୍ଦେଶ ଦେଇଥିଲେ ବାଚସ୍ପତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles