କରୋନା ପ୍ରଭାବ : ଲୋକସେବା ଭବନରେ ବସିବ ବିଧାନସଭା

- Advertisement -

ଭୁବନେଶ୍ୱର : କରୋନା ପାଇଁ ବଦଳୁଛି ସବୁକିଛି l ପ୍ରଥମ ଥର ପାଇଁ ବିଧାନସଭା ବସିବ ଲୋକସେବା ଭବନରେ l ଏପରି ନିଷ୍ପତି ନେଇଛନ୍ତି ବାଚସ୍ପତି l  ବିଧାନସଭା କାର୍ଯ୍ୟସୂଚି ମାର୍ଚ୍ଚ 31 ପରିବର୍ତେ 30ରେ ବ୍ୟୟ ମଞ୍ଜୁରୀ ବିଲ ଆସିଥାନ୍ତା। ହେଲେ ଗତକାଲି ତିରେ ଆମେ ଜାଣିବାକୁ ପାଇଲୁ ଯେ ଆମ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରନା ସଂସ୍ପର୍ଶରେ ଆସିଛି। ତେଣୁ ସମସ୍ତ କର୍ମଚାରୀ ଙ୍କୁ quarantine କରିବା ସହ ବିଧାନସଭା ବିଲ୍ଡିଂକୁ disinfection କରିବା ଆବଶ୍ୟକ। ତେଣୁ ମୁଁ ଆଜି ନିର୍ଦେଶ ଦେଇଛି, ଲୋକସେବା ଭବନ convention ହଲରେ ବିଧାନସଭା ବସିବ। ଯେହେତୁ ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ, ମୁଁ ଅନୁରୋଧ କରୁଛି ସବୁ ଦଳର ନେତାଙ୍କୁ ନିଜ ଦଳର 30 ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବେ। ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ଜଣେଇ ଦେଇଛୁ ବିଧାୟକମାନଙ୍କୁ ନ ଅଟକାଇବାକୁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles