ଆଜି ମହାପ୍ରଭୁଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ…

- Advertisement -
- Advertisement -

ପୁରୀ: ମହାପ୍ରଭୁ ଏବେ ଅଣସର ଘରେ। ୧୦୮ ଗରା ସୁବାସିତ ଜଳରେ ସ୍ବାନ କରିବା ପରେ ମହାପ୍ରଭୁ ଜ୍ଜ୍ୱରରେ ପୀଡିତ ହୋଇଛନ୍ତି। ସେଥିପାଇଁ ସେବାୟତମାନେ ତାଙ୍କୁ ଗୁପ୍ତ ଭାବରେ ଉପଚାର କରୁଛନ୍ତି। ଏହି ଧାରାରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ। ଆଜି ହେଉଛି ଏକାଦଶୀ ତିଥି । ଏହି ତିଥି ଅନୁଯାୟୀ ଶ୍ରୀମନ୍ଦିର ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ କରାଯିବ। ତା ପରେ ଅନବସର ନୀତି କରାଯିବ । ଏହାସହ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ନୀତି ହେବାସହ ଭିତର ଭୋଗ ଅନୁଷ୍ଠିତ ହେବ। ଏହାସହ ଶ୍ରୀଜିଉମାନଙ୍କୁ ଶ୍ରୀବୈଦ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦଶମୂଳ ଔଷଧ ଲାଗି ହେବ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles