ଆସିଲା କୋରନା ର ଆଉ ଏକ ନୂଆ ଭୁତାଣୁ…

- Advertisement -

{} ନୂଆଭ୍ୟାରିଆଣ୍ଟକୁ ନେଇ ଡିଏମଇ ଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା। ଇନ୍ଦ୍ରୋରରେ ଓ ମହାରାଷ୍ଟ୍ରରେ ନୂଆ ଭ୍ୟାରି ଆଣ୍ଟଚିନ୍ହଟ ହୋଇଛି। ଏହା 10 ପ୍ରତିସତ ଅଧିକ ସଂକ୍ରମିତ କରିବ। ଡେ଼ଲ୍ଟା ପ୍ଲସ ପ୍ରଜାତିର ଏହା ନୂଆ ଭ୍ୟାରିଆଣ୍ଟ। ଏପର୍ଯ୍ୟନ୍ତ କେତେ ସଂକ୍ରମିତ କରୁଛି ତାହା ସ୍ପସ୍ଟ ହୋଇନାହିଁ। ଏନେଇ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି। ଏହା ଉପରେ ଆମେ ନଜର ରଖିଛୁ। ୟୁକେରେ ଏହି ନୂଆ ଭ୍ୟାରିଆଣ୍ଟ ଦେଖାଦେଇଛି। ବୁଷ୍ଟର ଡୋଜ କିଛି ଦେଶରେ ବରିଷ୍ଠ ଲୋକଙ୍କୁ ଦିଆଯାଇଛି। ଏନେଇ କେନ୍ଦ୍ର ସରକାର କୌଣସି ସ୍ପସ୍ଟ ନିଷ୍ପତ୍ତି ନେଇନାହାନ୍ତି।ବାଣ ଫୁଟିଲେ ଲଙ୍ଗସ କୁ ଇଫେକ୍ଟ କରିବ। ବଢିବା କମିବା ଡାଇନାମିକ ପ୍ରସେସରେ ଚାଲିବ ଆମେ ଏଣ୍ଡାମିକ ରେ ଅଛେ। ଭୁବନେଶ୍ୱର ରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି। ଟ୍ରାନ୍ସମିସନ ଭଳି ପରିବେଶ ସୄଷ୍ଟି କରିବା ନାହିଁ।ଏଣ୍ଡାମିକ ଷ୍ଟେଜରେ ମାନେ କୋଭିଡ ରହିବ। ବୁଷ୍ଟର ଡୋଜ ର ଆବଶ୍ୟକ ତା ରହିଛି କିନ୍ତୁ ଟେକନିକାଲ କମିଟି ର ଷ୍ଟଡି ରିପୋର୍ଟ ଆସିନି।
ଡାକ୍ତର ବିଜୟ ମହାପାତ୍ର, ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles