ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ବଡ଼ ବୟାନ…

- Advertisement -

() ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ବଡ଼ ବୟା ଯୁବକଙ୍କୁ ଦଳ ପ୍ରାଧାନ୍ୟ ଦବା ଦରକାର,ଯୁବକଙ୍କୁ ଦେଲେ ଭଲ ଖବର ଦଳ ସେହି ଲାଇନରେ ରହିଲେ 2024 ନିର୍ବାଚନ ଆମ ପାଇଁ ସୁଗମ ହେବ।ଆବଶ୍ୟକ ନାହିଁ ମୁଁ ଆଉ ନିର୍ବାଚନ ଲଢ଼ିବା।

ଦଳ ଯୁବକଙ୍କ ପାଇଁ ଯଦି ଆଭିମୁଖ୍ୟ ନେଉଛି ତାହା ହେଲେ ଆମେ ଲଢ଼ିବା ଆବଶ୍ୟକ ନାହିଁ। ଲଢ଼ିପାରେ ନ ଲଢ଼ିପାରେ ସେଟା ସମୟ କହିବ।ଆବଶ୍ୟକ ପଡ଼ିଲେ ଯୁବକଙ୍କ ପାଇଁ ବାଟ ଛାଡିବି ଦଳ ଯାହା ନିଷ୍ପତ୍ତି ନେବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles