କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

- Advertisement -

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ । ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏ କେନ୍ଦ୍ରମନ୍ତ୍ରୀ ନିଜେ  ଟୁଇଟ କରି ସୂଚନା ଦେଇଛନ୍ତି  ।  ପୂର୍ବରୁ ତାଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ କରୋନା ପଜିଟିଭ ହୋଇଥିଲେ ।ସେଥିପାଇଁ ସେ ନିଜକୁ ସଂଗରୋଧରେ ରଖିଥିଲେ। ପୂର୍ବରୁ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles