2ବର୍ଷ ରୁ 18ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଦିଆଯିବ ଟୀକା :ବିନା ଛୁଞ୍ଚି ରେ ଟୀକା ନେବେ ଶିଶୁ..

- Advertisement -

() ବିନା ଛୁଞ୍ଚି ରେ ଟୀକା ନେବେ ଶିଶୁ l ଦୁଇଟି ଟୀକା ଶିଶୁମାନେ ନେବା ପାଇଁ ପରାମର୍ଶ ଅଛି
ଯାଇପର ଡି ଯାହାକୁ ଡିସିଜୀଆଇ ଅନୁମତି ଦେଇଛନ୍ତି 12 ରୁ 18ବର୍ଷ ଶିଶୁ ଙ୍କ ପାଇଁ l କୋଭାକସିନ ଯାହାକୁ ଏକଜାମିନ କରି ଡିସିଜୀଆଇ ଅନୁମତି ଦେବେ l ଏ ନେଇ ଆଜି କେନ୍ଦ୍ର ସରକାର ଙ୍କ ପକ୍ଷରୁ ସଂଧ୍ୟା ରେ ଭିଡ଼ିଓ କନଫରସିଂ ମଧ୍ୟମ ତାଲିମ୍ ଦିଆଯିବ l ରାଜ୍ୟ ରେ 2ବର୍ଷ ରୁ 18ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଟୀକା ଦିଆଯିବ ତେବେ 1କୋଟି 40 ଲକ୍ଷ ଶିଶୁ ଅଛନ୍ତି, ଯଦି ଏକା ସାଙ୍ଗେ ଆମେ ଶିଶୁ ଙ୍କୁ ଟୀକା ଦେବା ପାଇଁ ଆରମ୍ଭ କରିବୁ ତେବେ ଆମକୁ ଟୀକାକାରଣ କେନ୍ଦ୍ର ବଢ଼େଇବାକୁ ପଡିବ l ଯେଉଁ ମୁହୂର୍ତ୍ତ ରେ ନିର୍ଦେଶକ ଆସିବା ସଙ୍ଗେ ସଙ୍ଗେ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବୁ lଯେହେତୁ ପିଲାମାନେ ଇଞ୍ଜେକ୍ସନ କୁ ଟିକେ ଡରନ୍ତି ତେବେ ସେମାଙ୍କୁ ଫର୍ମା ଡେପ୍ ଥ ଟେକ୍ନୋଲୋଜି ମଧ୍ୟମ ରେ ଟୀକା ଦିଆଯିବ l ଏଥିପାଇଁ ସ୍ୱତନ୍ତ୍ର sop ଆସିବ ସେଇ ଅନୁସାରେ ଆମେ ଟୀକାକରଣ କରାଇବୁ l

ବର୍ତ୍ତମାନ ସୁଦ୍ଧା ଆମେ 3କୋଟି 50ଲକ୍ଷ ଡୋଜ ଟୀକା ଦିଆସାରିଲାଣି l 2କୋଟି 47ଲକ୍ଷ ପ୍ରଥମ ଡୋଜ 78% ଓ 1କୋଟି 3ଲକ୍ଷ ଦ୍ୱିତୀୟ ଡୋଜ 33% ଦିଆସାରିଛି l ଆଜି 1830 ଟି ଟୀକାକରଣ କେନ୍ଦ୍ର ରେ ଟୀକାକରଣ କରାଯାଉଛି l ବର୍ତ୍ତମାନ ରାଜ୍ୟ ରେ 24 ଲକ୍ଷ ଟୀକା ମହଜୁଦ ଅଛି l
ବାଇଟ – ବିଜୟପାଣିଗ୍ରାହୀ, ନିର୍ଦେଶକ, ପରିବାର କଲ୍ୟାଣ ବିଭାଗ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles