ଜିଲ୍ଲା ଦାୟିତ୍ୱରେ ମହିଳା ନେତ୍ରୀ…..

ଭୁବନେଶ୍ବର:ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଂଗଠନକୁ ମଜବୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।ତେଣୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ୧୮ ମହିଳା ନେତ୍ରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ୩୦ ଜିଲ୍ଲାର ଦାୟିତ୍ବ ।...

୨୦୧୮ ମଙ୍ଗ ୨୦୨୦ରେ ଫିକା କାହିଁକି….

ଭୁବନେଶ୍ୱର : ରାଜସ୍ଥାନ ରାଜନୀତି ଏବେ ସରଗରମ । କ୍ଷମତାରେ ଥିବା କଂଗ୍ରେସ ସରକାରରେ ଏବେ ସୃଷ୍ଟି ହୋଇଛି ଫାଟ । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଫାଇଟର ପାଇଲଟ୍ ବୋଲାଉଥିବା...

ପିସିସି ସଭାପତି ରେସର ଆଗରେ ତାରା ….

ଭୁବନେଶ୍ୱର : ଜୟପୁର ବିଧାୟକ ତାରା ବାହିନୀ ହେବେ ପିସିସି ସଭାପତି । ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ । ମୋକିମଙ୍କ ବଳଦରେ ତାରାଙ୍କୁ ସଭାପତି...

ଶ୍ରେୟ କାହାର….

ଭୁବନେଶ୍ୱର :  ହରିଦାସପୁର - ପାରାଦ୍ୱୀପ ରେଳ ପ୍ରକଳ୍ପର କାମ ଶେଷ ହୋଇଛି । ହେଲେ ଆରମ୍ଭ ହୋଇଛି ରାଜନୈତିକ  ମାଇଲେଜ ନେବାକୁ ପ୍ରତିଯୋଗିତା। ଏହି ପ୍ରକଳ୍ପ ସରିବା ପରେ ପୂର୍ବତନ ସାଂସଦ...

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କେବଳ ଏକ ଚର୍ଚ୍ଚା କି?

ଭୁବନେଶ୍ୱର : ବେଶ କିଛି ଦିନ ହେବ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି ରାଜ୍ୟ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ I ଅନେକ ନେତାଙ୍କୁ ବାଦ ଦିଆଯିବ ଆଉ ଟିକେ ନୂଆ ମୁହଁକୁ ନବୀନ...

ସମ୍ପୂର୍ଣ୍ଣ ବିଧାନସଭା ସାନିଟାଇଜ ହେବ, ସମସ୍ତଙ୍କ ସୁରକ୍ଷା ଆମ ଦାୟିତ୍ୱ : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଆଜି ଗୋଟିଏ ଦିନ ପାଇଁ ବିଧାନସଭାକୁ ସଟ୍ ଡାଉନ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟଙ୍କ ଠାରେ କରୋନା ପୋଜିଟିଭ ବାହାରିବା ପରେ ଏପରି ନିଷ୍ପତି...

ବିକାଶ କଳା ସାମ୍ରାଜ୍ୟର ହେଲା ବିନାଶ।:ପୋଲିସ ଏନକାଉଣ୍ଟର ଗଲା ଜୀବନ

କାନପୁର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ। ଏଇ କେତେ ଦିନ ହେବ ସବୁଠାରୁ ଚର୍ଚ୍ଚିତ ନାଁ । ଆଜି ଏନକାଉଣ୍ଟରରେ ତାର ମୃତ୍ୟୁ ହୋଇଛି। ପୋଲିସର କହିବା ଅନୁସାରେ ୟୁପି ଏସଟିଏଫର ଏକ କାର୍...

ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା : ଏମିତି କହିଲେ ମନ୍ତ୍ରୀ ଅଶୋକ…

ଭୁବନେଶ୍ୱର : ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଏବେ ଚାରିଆଡେ ଚର୍ଚ୍ଚା l ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ଏହାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ମତ ରଖିଛନ୍ତି...

ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି….

ଭୁବନେଶ୍ୱର : ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କୁ ବିଜେଡି କାର୍ଯ୍ୟାଳୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ କାର୍ଯ୍ୟାଳୟ ସଂଜୟ...

ପରଲୋକରେ ବିଷ୍ଣୁ ଦାସ : ନବୀନ-ଧର୍ମେନ୍ଦ୍ର-ନିରଞ୍ଜନ ଓ ପ୍ରଣବଙ୍କ ଶୋକ

ଭୁବନେଶ୍ୱର : ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ଆଜି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୬ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଶେଷ...

Follow us

20,832FansLike
0FollowersFollow
14,700SubscribersSubscribe

Latest news