ଗୋଟିଏ କ୍ଲିକ୍ରେ ଛାତ୍ରବୃତ୍ତି : ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…
ସାଧାରଣ ଲୋକର ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ
ଭୁବନେଶ୍ୱର...
ଉପ ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ ନବୀନ….. ବୁଧବାର ତିର୍ତୋଲ, ଗୁରୁବାର ବାଲେଶ୍ୱର…
ଭୁବନେଶ୍ୱର : ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତାକାଲି ତିର୍ତ୍ତୋଲ ଏବଂ ୨୯ରେ ବାଲେଶ୍ୱର ପାଇଁ ଡିଜିଟାଲ କ୍ୟାମ୍ପେନ କରିବେ ନବୀନ । ତିର୍ତୋଲ...
ସୋସିଆଲ ମିଡିଆରେ ବେଣୁଧର ଶକ୍ତିଶାଳୀ : ଚିନ୍ତାରେ ପ୍ରମୁଖ ଦଳ….
ବାଲେଶ୍ଵର: ଦିନେ ପିଣ୍ଡାରୁ ପିଣ୍ଡା ବୁଲି ଛୁଟି ସେ କାଟୁଥିଲେ ।ଆଉ ଆଜି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ନା ତାଙ୍କ ପାଖରେ ଅଛି ବାହୁବଳ । ନା ତାଙ୍କ...
ଦଶହରା ଅଭିନନ୍ଦନ ଜଣାଇଲେ ନବୀନ……..
ଭୁବନେଶ୍ୱର : ପବିତ୍ର ଦୁର୍ଗାପୂଜା ଅବସରରେ ସଭିଙ୍କୁ ମୋର ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା। ମା' ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉଲ୍ଲାସ ଭରିଦେଉ।
ଦଶହରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ….
ଭୁବନେଶ୍ୱର : ପବିତ୍ର ଦୁର୍ଗାପୂଜା ଅବସରରେ କୃଷି ଓ ଗଣଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି । ସେ ଏହି ମହାମାରୀ ସମୟରେ ରାଜ୍ୟର ଚାଷୀ ଭାଇ ଓ ସମସ୍ତ...
ରାଜ୍ୟବାସୀଙ୍କୁ ପବିତ୍ର ଦଶହରା ଶୁଭେଚ୍ଛା ଜଣାଇଲେ ପ୍ରଣବ….
ଭୁବନେଶ୍ୱର : ମାତୃଶକ୍ତିର ଆରାଧାନା ଆମ ସଂସ୍କୃତିର ଅନନ୍ୟ ପରିଚୟ । ଶରତ ଆସିଲେ ଧୋବ ଫର ଫର କାଶତଣ୍ଡି ମା ଦୁର୍ଗାଙ୍କୁ ଆବାହନ କରି ଧରା ପୃଷ୍ଠକୁ ଆଣିଥାଏ । ଆଉ...
ଅସାବଧାନତା ଆଣିପାରେ ଭୟଙ୍କର ବିପଦ : ସ୍ୱାସ୍ଥ୍ୟ ବିଶେଷଜ୍ଞ..
ଭୁବନେଶ୍ୱର : କରୋନାରେ ଓଡିଶାରୁ ଦୈନିକ ଅଢେଇ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ଏବଂ ଦୈନିକ 400 ଲୋକ ମୃତ୍ଯୁବରଣ କରିପାରନ୍ତି । ଏଭଳି କିଛି ଚାଞ୍ଚଲ୍ଯକର ତଥ୍ଯ ଦେଇଛନ୍ତି ବରିଷ୍ଠ ଚିକିତ୍ସା...
ଏଣିକି ସବୁ ଅନ୍ ଲାଇନ ରାସନ କାର୍ଡ …..
ରେସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ପର୍ଯ୍ୟନ୍ତ
ଏଣିକି ସବୁ ଅନ୍ ଲାଇନ
୫-ଟି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ - ମୁଖ୍ୟମନ୍ତ୍ରୀ
ହିତାଧିକାରୀ ମାନଙ୍କ ସୁବିଧା...
ରାଜ୍ୟବାସୀଙ୍କୁ ପୁଣି କରୋନା ସଚେତନ କଲେ ମୁଖ୍ୟମନ୍ତ୍ରୀ…
ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନକୁ ସମସ୍ତ କୁ
ନମସ୍କାର ଏବଂ ପୂଜା ପାଇଁ ଅଭିନଦନ।ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି ।ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ...
ଗଡିଲା ମା ବିରଜାଙ୍କ ସିଂହଧ୍ଵଜ ରଥ…..
ଯାଜପୁର : ଗଡିଲା ମା ବିରଜାଙ୍କ ସିଂହଧ୍ଵଜ ରଥ । ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ କୋଭିଡ଼ କଟକଣା ମଧ୍ୟରେ ରଥଯାତ୍ରା କରିି ସମ୍ପନ୍ନ କରିଛି ଜିଲ୍ଲା ପ୍ରଶାସନ । ରୀତିନିତି ଅନୁସାରେ ଶନିବାର ...














