ସେପ୍ଟେମ୍ବରରେ ବସିପାରେ ବିଧାନସଭା….

ଭୁବନେଶ୍ୱର : କରୋନା ମାହାମାରୀ ପାଇଁ ମାର୍ଚ୍ଚ ମାସ ପରଠାରୁ ବିଧାନସଭା ବନ୍ଦ ଅଛି। ଫଳରେ ଗୃହରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଆଲୋଚନା ହୋଇପାରୁନାହିଁ। ସେପ୍ଟେମ୍ବର ମାସରେ ସଂସଦ ବସୁଥିବାରୁ ରାଜ୍ୟରେ...

ବିପଦର ବନ୍ଧୁ ପ୍ରଣବ…..

ଯାଜପୁର : ସେ ବିପଦର ବନ୍ଧୁ । କେହି ଯଦି ବିପଦରେ ପଢନ୍ତି ସେ ତୂୁରନ୍ତ ତାଙ୍କ ପାଖରେ ପହଞ୍ଚିଯଆନ୍ତି । ସେ ଲୋକର ମନବଳ ବୃଦ୍ଧି କରିବା ସହ ସାହାର୍ଯ୍ୟ ,ସହଯୋଗ...

ସଂପୂର୍ଣ୍ଣ ଜମି ଅଧିଗ୍ରହଣ ବେଆଇନ୍ – କଂଗ୍ରେସର ବଡ ଖୁଲାସା

ଭୁବନେଶ୍ୱର – ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ସରକାରଙ୍କୁ ବିଶ୍ୱାସ କରି ଜମି ହରାଇଥିବା ପୁରୀର ସମସ୍ତ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ...

ଶକ୍ତିଶାଳୀ ହେଉଛି ନବୀନ ବ୍ରାଣ୍ଡ…

ଭୁବନେଶ୍ୱର : ୧୯୯୭ ମସିହା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ନାଁ ପ୍ରବେଶ କଲା । ଆଉ...

ବଜେଟ୍ ସ୍ଵଚ୍ଛତାରେ ଓଡ଼ିଶା ୩ୟ ସ୍ଥାନ….

ଭୁବନେଶ୍ୱର : ବଜେଟ୍ ସ୍ଵଚ୍ଛତାରେ ଓଡ଼ିଶା ୩ୟ ସ୍ଥାନ ହାସଲ କଲା। ରାଜ୍ୟର ଅର୍ଥନୈତିକ ଗତି ଅନୁଧ୍ୟାନ ପାଇଁ ସମନ୍ୱିତ ଏକକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। Transparency international ରାଙ୍କି...

ନବୀନଙ୍କ ବଡ଼ ନିଷ୍ପତି : ଗାଁ ଲୋକଙ୍କୁ ମିଳିବ ଋଣ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ଜୀବିକା ହରାଇଛନ୍ତି। ଏମିତି କି ଗାଁରୁ ଯାଇ ବାହାର ରାଜ୍ୟରେ କାମ କରୁଥିବା ଅନେକ ପ୍ରବାସୀ ଗାଁକୁ ଫେରି ବେକାର ହୋଇ...

ବଦଳିବନି ରାଜ୍ୟ କଂଗ୍ରେସ ମଙ୍ଗୁଆଳ !

ଭୁବନେଶ୍ୱର:କିଛି ବର୍ଷ ହେବ କଂଗ୍ରେସର ପିଛା ଛାଡ଼ୁନି ଦଳୀୟ କଳି। ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସର ସମାନ ସ୍ଥିତି। ଫଳରେ ରାଜ୍ୟ କଂଗ୍ରେସ ତାର ସଂଗଠନକୁ ମଜଭୁତ କରିପାରିନାହିଁ। ହେଲେ ଗତକାଲି...

ଯୁବ ଓ ଛାତ୍ର ଗୋଷ୍ଠୀକୁ ଗୁରୁଜ୍ଞାନ ଦେଲେ ପ୍ରଣବ….

ଭୁବନେଶ୍ୱର :ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା କି ଉଭୟ ରାଜ୍ୟ ସରକାର ଓ ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ...

କୋଭିଡ ନିୟମକୁ ସୁରଙ୍କ ଫୁ……

ଭୁବନେଶ୍ୱର : ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍...

ଦଳ ଭିନ୍ନ, ହେଲେ ଜନସେବା ସମାନ…

ଭୁବନେଶ୍ୱର: ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ପବିତ୍ର ଗଣେଶ ଚତ୍ରୁଥି , ନୁଆଁଖାଇ ପର୍ଵ ଏବଂ ଭାରତର ଶ୍ରେଷ୍ଠ 50 ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓଡ଼ିଶାର ଦୁଇ ବିଧାୟକ ଙ୍କୁ...

Follow us

20,832FansLike
0FollowersFollow
14,700SubscribersSubscribe

Latest news