ସରିଲା ବିଧାନସଭାର ମୋୖସୁମୀ ଅଧିବେଶନ….

ଭୁବନେଶ୍ୱର : ସରିଲା ବିଧାନସଭାର ମୌସୁମୀ ଅଧିବେଶନ l ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଛି l ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ କରିଛନ୍ତି...

କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ…

ଭୁବନେଶ୍ୱର : କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର ।...

ଆଇପିଏଲରେ ଦିଲ୍ଲୀର ଦବଦବା…….

ଭୁବନେଶ୍ୱର : ଆଇପିଏଲ ସିଜିନ୍ ୨୦୨୦ ରେ ନିଜର ଆଧିପତ୍ୟ ବିସ୍ତାର କରିଛି ଦିଲ୍ଲୀ।ଗତ କାଲି ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲା ରେ ରୟାଲ ଚାଲେଞ୍ଜ ର ବାଙ୍ଗାଲୋରକୁ ୫୯ ରନ୍ ରେ...

ଉପ ନିର୍ବାଚନ ପାଇଁ ପାଗଭିଡିଲା କଂଗ୍ରେସ : ଆଜିଠୁ 6ଦିନିଆ ଗସ୍ତରେ ଚେଲ୍ଲା କୁମାର

ଭୁବନେଶ୍ୱର : କଂଗ୍ରେସ ର ନୂଆ ପ୍ରଭାରୀ ଡ. ଚେଲ୍ଲା କୁମାର ଆଜିଠାରୁ  ଠାରୁ ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି  ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବା ପରେ...

ଅଧିକ ଶକ୍ତିଶାଳୀ ହେଉଛି ବିଜେଡି : ନେତୃତ୍ୱ ପ୍ରତି ଆକୃଷ୍ଟ ହେଉଛନ୍ତି ବିରୋଧି ନେତା

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ପରେ ଏବେ ନେତାଙ୍କ ମଧ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଅଧିକାଂଶ ନେତାଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି । ବିଜେଡି ସଭାପତି ନବୀନ...

ବଦଳିବ କି ନିଳାଞ୍ଚଳ ଇସ୍ପାତ ନିଗମର ଭାଗ୍ୟ : ପୁଣି ଥରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ...

ଭୁବନେଶ୍ୱର : ଦେଶର ପ୍ରମୁଖ ପିଗ ଆଇରନ ଉପାôଦନକାରୀ କମ୍ପାନୀ ନିଳାଞ୍ଚଳ ଇସ୍ପାତ ନିଗମ ବର୍ଷେ ହେବ ଅଚଳହୋଇପଡ଼ିଛି । କେନ୍ଦ୍ର କ୍ୟାବିନେଟ ସରକାରୀ ଉଦ୍ୟୋଗୀ ପୁଞ୍ଜି ପ୍ରତ୍ୟାହାର କରିବା ନିଷ୍ପତି ପରେ...

ପର କରିଦେଲେ ପ୍ରଦୀପ : କିଏ କେମିତି ଜଣାଇଲେ ଶ୍ରଦ୍ଧାଞ୍ଜଳି ପଢନ୍ତୁ…

ଭୁବନେଶ୍ୱର : ସେ ଯେଉଁଠି ଠିଆ ହେଉଥିଲେ , ଯାତ୍ରା ଡ଼ାଇଲଗ କାହିଁ ଲୋକଙ୍କୁ ହସାଉଥିଲେ। ଏହି ଡ଼ାଇଲଗ ଆଉ ଏବେ ଶୁଣିବାକୁ ମିଳିବନି । କି ବିଧାନସଭା ଭିତରେ ପ୍ରଦୀପଙ୍କ ନିଆରା...

ପିପିଲି ଟାଇଗରଙ୍କ ଜୀବନ ଯାତ୍ରା…….

ଭୁବନେଶ୍ୱର : ସେଥିଲେ ପିପିଲି ଟାଇଗର l ରୋକ ଠୋକ କଥା କହୁଥିଲେ l ଯଦି କିଛି ଭୂଲରେ କହିଦେଉଥିଲେ ତେବେ କ୍ଷମା ମାଗଇଦେଉଥିଲେ l  ଏଥିପାଇଁ ସେ କେବେ କିଛି ଭାବୁ...

ମାମୁଁଙ୍କ ଅକାଳ ବିୟୋଗରେ ଭଣଜା ଆଖିରେ ଲୁହ…..

ଭୁବନେଶ୍ୱର : ମୋ ବାପାଙ୍କର ସେ ଥିଲେ ଅତି ଘନିଷ୍ଠ l ସେ ମୋ ମାମୁଁ l ଆଜି ଏମିତି ଆମକୁ ପରକରି ଚାଲିଯିବେ କେବେ ଭାବି ନଥିଲୁ l ଅଣକଂଗ୍ରେସ ରାଜନୀତିରୁ...

ମହାରଥୀଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ…..

ଭୁବନେଶ୍ୱର : କରୋନାରେ ଚିକିତ୍ସିତ ହେଉଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ଅସୁସ୍ଥ ଥିବା ଜାଣି ଦଳର...

Follow us

20,832FansLike
0FollowersFollow
14,700SubscribersSubscribe

Latest news