ବିରୋଧିଙ୍କ ସଦବୃଦ୍ଧି ହେଉ: ପ୍ରମିଳା
() ଲୋକଙ୍କ ଆଶିର୍ବାଦ ରେ ପାଞ୍ଚ ପାଞ୍ଚଥର ଜିତିଥିବା ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପିର କର୍ମକର୍ତ୍ତା ମାନେ ଓ ବିରୋଧୀ ଦଳର ନେତାମାନେ ଯୋଉ ଭଳି ବ୍ୟବହାର କରୁଛନ୍ତି ତାହା ଓଡିଶାବାସୀ ଦେଖୁଛନ୍ତି।ଉପନିର୍ବାଚନରେ ଜୋତା...
ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉତ୍ତର….
( )ବର୍ତ୍ତମାନ ମୋକଦ୍ଦମାଟି ତଦନ୍ତାଧୀନ ଅଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମାନ୍ୟବର ଉଚ୍ଚ ନ୍ୟାୟଳୟ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପୂର୍ବତନ ଜିଲ୍ଲା ଜଜ୍ ଶ୍ରୀ ଏ.ବି.ଏସ୍. ନାଇଡୁଙ୍କୁ...
ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି: ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ...
( ) ପାଇକ ବିଦ୍ରୋହ ନେଇ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା
1817ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭେଦକର। ଏହାକି ପାଠ୍ୟକ୍ରମ ରେ...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ, ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ...
{ }କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ । ଚିଠି ଲେଖିବାର ମାତ୍ର 2 ମାସ ମଧ୍ୟରେ ତ୍ୱରିତ ପଦକ୍ଷେପ ।...
ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଅଭିନବ ପ୍ରତିବାଦ ନେଇ ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ପ୍ରତିକ୍ରିୟା…
( )ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଅଭିନବ ପ୍ରତିବାଦ ନେଇ ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ପ୍ରତିକ୍ରିୟା। ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ। ମୁଖ୍ୟମନ୍ତ୍ରୀ ଗୃହରେ ବିବ୍କୁତି ରଖିବା ପରେ...
ଓମିକ୍ରନକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଙ୍କ ପ୍ରତିକ୍ରିୟା…
() ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଙ୍କ ଓମିକ୍ରନକୁ ନେଇ ପ୍ରତିକ୍ରିୟା ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। କୋଭିଡ ଗାଇଡ଼ଲାଇନ କୁ କଡାକଡ଼ି ପାଳନ ପାଇଁ...
ଓମିକ୍ରନକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା…
( ) ଓମିକ୍ରନକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା। ମୁକାବିଲା ପ8ନ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓମୀକ୍ରନ ବିରୋଧରେ ଟୀକା କାମ କରୁଛି। ଏହାକୁ ନେଇ ଭୟଭୀତ ହେବାର...
ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି…
( ) ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ଓଡ୍ରାଫ ଓ ଏନ ଡି ଆର ଏଫ ଟିମ କୁ ମୁତୟନ କରାଯାଇଛି। ଗ୍ରାଉଣ୍ଡ...
ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ବିରୁଦ୍ଧରେ ରାଜଭବନ ସମ୍ମୁଖରେ…
( ) ବିଜେଡି ଛାତ୍ର ଓ ଯୁବ ସଂଗଠନ ର ଜୋରଦାର ପ୍ରତିବାଦ।
ତୁରନ୍ତ ତୈଳ ଦର ହ୍ରାସ ପାଇଁ ସମସ୍ୱରରେ ଦାବି।
କେନ୍ଦ୍ର ବିରୁଦ୍ଧରେ ବିଜେଡି ଛାମୁଆ ସଂଗଠନର ପ୍ରତିବାଦ ଜାରି।
ଡିସେମ୍ବର ୩ ରେ...
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ…
( )ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।
ମୋ ସରକାର ରେ ପ୍ରତିକୂଳ ମତାମତର ପ୍ରଭାବ।
୩ ଜଣ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ RI ଚାକିରୀ ରୁ ବହିଷ୍କୃତ...














