ଦେଶର ବିକାଶକୁ ବବିଙ୍କ ଗୁରୁତ୍ବ…
{ } ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଲା । ମଞ୍ଚ ଉପରେ ଦଳୀୟ ସଂଗଠନ ଓ ଦଳୀୟ...
୨୫ବର୍ଷରେ ପାଦ ଦେଲା ବିଜେଡି…
{ } ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ
ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା...
ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ…
( )କଂଗ୍ରେସ ସେବାଦଳ ପକ୍ଷରୁ ସଦ୍ଭାବନା ରାଲି
{ }ଦୀର୍ଘଦିନ ପରେ, ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ...
କେନ୍ଦ୍ର ମାନୁ ସଂଘୀୟ ବ୍ୟବସ୍ଥା : ପ୍ରଣବ..
( ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମସ୍ତଙ୍କୁ ସଂଘୀୟ ବ୍ୟବସ୍ଥାର ପାଠ ସମସ୍ତଙ୍କୁ ପଢ଼ାଇଛନ୍ତି ଓ ସମସ୍ତଙ୍କୁ ସମ୍ମାନ ଜଣାଇଛନ୍ତି। ତାଙ୍କର ଆଚାର ବିଚାର ଓ କାର୍ଯ୍ୟରେ ବିରୋଧୀଙ୍କ ପାଇଁ ବି...
ବିଜେଡିର ବଡ଼ ଘୋଷଣା : ୪୦% ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ଦଳ ଦେବ ଟିକେଟ…
() ନିକଟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତିରାଜ ଏବଂ ପୌରପାଳିକା ନିର୍ବାଚନରୁ ଉଠାଇ ଦିଆଯାଇଛି । ଏହି ରାୟ ସାରା ଦେଶରେ ଲାଗୁ କରାଯାଇଛି...
ପଞ୍ଚାୟତ ନିର୍ବାଚନରେ ନିଜ ନିଜର ସତ୍ୟ ପଠା ଦାଖଲ କରିବେ ପ୍ରାଥି …
{ } ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରଥି ମାନେ ନିଜ ନିଜର ସତ୍ୟ ପଠା ଦାଖଲ କରିବେ । ପ୍ରାଥି ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ...
ସଂରକ୍ଷଣ ରାଜନୀତି : ଧର୍ମେନ୍ଦ୍ରଙ୍କୁ କଣ କହିଲେ ପ୍ରଣବ…
( ) Dharmendra Pradhan ଭାଇ,ଆପଣ ଜଣେ କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି | ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି...
ରାଜ୍ୟରେ ଚାଲିଥିବା ଧାନ ସଂଗ୍ରହ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା….
( ) ଟୋକନ ବ୍ୟବସ୍ଥା ଓ ଟେକେନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି । ଚଳିତ ବର୍ଷ 7 ଲକ୍ଷ 80 ହଜାର 710 ମେଟ୍ରିକ ଟନର ଧାନ...
ପଛୁଆବର୍ଗଙ୍କ ସଂରକ୍ଷଣ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା….
( ) ପଛୁଆ ବର୍ଗଙ୍କ ପାଇଁ ଲଢେଇ କରୁଛି ବିଜେଡି। ଦଳର ଆଭିମୂଖ୍ୟ କଣ ସମସ୍ତେ ଜାଣିଛନ୍ତି। ଆଇନ ବ୍ୟବସ୍ଥା,ସୁପ୍ରିମକୋର୍ଟ ଓ ହାଇକୋର୍ଟ କଟକଣା କରିଛନ୍ତି । ସେ ଅନୁସାରେ ଆବଶ୍ୟକ ପଦକ୍ଷେପ...
ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ…
( ) ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ
ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ଭୁବନେଶ୍ବରରେ ମିଶନ ଶକ୍ତି ବଜାର, ବିଶ୍ବବ୍ୟାପୀ ବିକ୍ରୟ ପାଇଁ ଅନ୍ଲାଇନ ମାର୍କେଟ ପୋର୍ଟାଲ
ମିଶନ ଶକ୍ତି...














