ପାଇବା ପାଇଁ ନାହିଁ ଅପେକ୍ଷା …

0
() ସମୟକାହା ପାଖରେ ନାହିଁ । ଅପେକ୍ଷା ନାହିଁ କି ଧର୍ଯ୍ୟ ବି ନାର୍ହି । କଥା ସରୁସରୁ ଆବଶ୍ୟକ ଜିନିଷ  ମଣିଷ ଦରକାର କରୁଛି । ଆଉ ଆଧୁନିକ ଯୁଗରେ ତ...

ସମାଜର ପୂର୍ବତନ ସଂପାଦିକା ମନୋରମା ମହାପାତ୍ରଙ୍କ ପରଲୋକ…

0
{}ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। {}ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍‌ ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଜଣେ...

ମା’ ବିରଜାଙ୍କ ରଥଯାତ୍ରା ଶୁଭ ଅନୁକୂଳ : ବନଯାଗ ବିଧି ପର୍ବ ପାଳିତ….

0
() ପବିତ୍ର ଶୁଭ ସୁନିଆଁ ଅବସରରେ ମା’ ବିରଜା ଦେବୀଙ୍କ ବନଯାଗ ପର୍ବ ଅପରାହ୍ନରେ ପାଳିତ ହୋଇଛି । ଯଥାରୀତି ଅନୁଯାୟୀ ଆଜି ଯଜ୍ଞ ମଣ୍ଡପରେ ବନଯାଗ ବିଧିର କର୍ମ ଆରମ୍ଭ କରାଯାଇ...

ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଆଜି କୋରାପୁଟ ଜିଲ୍ଲା...

0
{}ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ସେଠୀ...

ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ...

0
{}ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ଆୱର୍ଡ।ପ୍ରେମଲତା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ପରିଦର୍ଶିକା...

ନିୟମ ନ ମାନିଲେ ବଢ଼ିପାରେ ସଂକ୍ରମଣ….

0
{}କୋଭିଡ ନିୟମ ନ ମାନିଲେ ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ମୂର୍ତ୍ତି ଉଚ୍ଚତା ବଢିଲେ ସ୍ଥାପନ ଓ ସ୍ଥାନାନ୍ତରଣ ରେ ଅଧିକ ଲୋକ ନିୟୋଜିତ ହେବେ । ଯଦି...

ଲଗାଣ ବର୍ଷା ଯୋଗୁଁ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ….

0
{}ପାଣି ପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ଉପରାନ୍ତେ ରେଡ ୱାର୍ଣିଗ ଜାରି ହୋଇଥିବା...

ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ଶେଷ…

0
{}ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହି ନିଟ୍ (ଘଋଋଞ) ପରୀକ୍ଷା ସେଣ୍ଟରରେ ସଫଳତାର ସହ ଶେଷ ହୋଇଛି । ସ୍କୁଲ କତ୍ତୃ ପକ୍ଷଙ୍କ ସଫଳ ପରୀକ୍ଷା ଆୟୋଜନ ଓ ଜାତୀୟ...

ବର୍ଷା ଓ ତା ନିରବତା …

0
  () ନିରବତା ସବୁବେଳେ କିଛି  କହୁଥାଏ । ତାହାକୁ ବୁଝିବା ଏତେ ସହଜ ନୁହେଁ ।  ନିରବତା ଝଡ଼ ସୃଷ୍ଟି କରେ, ପୁଣି ପଥରକୁ ବି ତଳଳେଇ ଦିଏ ନିମିଶକରେ l  ସେଥିପାଇଁ...

ନୂଆଁଖାଇରେ ଝଲସିଲା ମା’ସମଲେଶ୍ୱରୀ ପୀଠ…

0
{}ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକ {}ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

Follow us

20,832FansLike
0FollowersFollow
14,700SubscribersSubscribe

Latest news