ବିଜୁଳି ଦର ୟୁନିଟ ପିଛା 20ପଇସା ବୃଦ୍ଧି…..
ଭୁବନେଶ୍ୱର : ବଢିଲା ବିଜୁଳି ଦର ।ଦୁଇବର୍ଷ ପରେ ବିଦ୍ଵିତ ଦର ୟୁନିଟି ପିଛା୨୦ ପଇସା ବଢାଇଛି ଓଇଆରସି । ଅକ୍ଟୋବର ପହିଲାରୁ ନୂଆ ବିଦ୍ୟୁତ ଦର ଲାଗୁ କରାଯିବ ।ନୂଆ ବିଦ୍ୟୁତ...
ସମରେ କରୋନାକୁ ହରାଇଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ….
ଭୁବନେଶ୍ୱର :କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍ରୁସୁସ୍ଥ ହୋଇ ଘରକୁ ଫେରିଛନ୍ତି...
ଘରେ ରହି ଚିକିତ୍ସିତ ହେଉଛନ୍ତି ୭୦% କରୋନା ଆକ୍ରାନ୍ତ..
ଭୁବନେଶ୍ୱର : ମେଡିକାଲ ନୁହେଁ, ଘରେ ରହି ଭଲ ହେବେ କରୋନା ରୋଗୀ l ଏନେଇ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ l ରାଜ୍ୟରେ କରୋନା ମୁବାକିଲା ନେଇ...
ସରିନି କରୋନା ଯୁଦ୍ଧ : ସଚେତନକୁ ସୋଆର ଫୋକସ…
ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ପରବର୍ତୀ ପାଂଚ ମାସ ମଧ୍ୟରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ୍ ସଚେତନତା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି ଏହି ପରିସ୍ଥିତିର...
ପୁଣି ଚମକିଲା ସୋଆ : ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ମାନ୍ୟତା…
ଭୁବନେଶ୍ୱର : ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ -୨୦୨୧ରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା...
ମା ବିରଜାଙ୍କ ବିଜୟା ରଥ ନିର୍ମାଣ :ଚଳଚଞ୍ଚଳ ରଥ ଖଳା…
ଯାଜପୁର : ଶକ୍ତିପୀଠ ଭିତରେ ବିରଜାଙ୍କ ପୀଠ ଅନ୍ୟତମ l ଯେଉଁ ଠାରେ ରଥଯାତ୍ରା ହୁଏ l ଏ ନୀତି ଅନ୍ୟ କେଉଁ ଦେବୀ ପୀଠରେ ଦେଖିବାକୁ ମିଳେ ନାହିଁ।ଏହି ନୀତି ମାଙ୍କ...
ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନ ଟୀକାର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ
ଭୁବନେଶ୍ୱର: ଭାରତ ର ନିଜସ୍ୱ କୋଭିଡ-୧୯ ଟୀକା କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସମ ହସ୍ପିଟାଲରେ ଆରମ୍ବ ହେବ | ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ...
ଆଇଆଇଏମ୍ସିରେ ଇ-ବକ୍ତୃତା : “ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ବୃଦ୍ଧି ହେବ” :
ଢେଙ୍କାନାଳ: ଶିକ୍ଷା କ୍ଷେତ୍ରରେ ବୈଷୟିକ ବିଦ୍ୟା ବା ଟେକ୍ନୋଲୋଜି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ତେବେ ଜଣେ ଭଲ ଶିକ୍ଷକର ସ୍ଥାନ କେବେ ବି ଟେକ୍ନୋଲୋଜି ନେଇପାରିବନି । କିନ୍ତୁ...
ଭିଡ଼ିଓ କନ୍ଫରେନ୍ସରେ ସୋଆ ଏନ୍ଏସ୍ଏସ୍….
ଭୁବନେଶ୍ୱର : କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ । ଭାରତ ସରକାର ତଥା ଓଡ଼ିଶାସରକାର ମଧ୍ୟ ଏହି କରୋନା ମହାମାରୀଠାରୁ କିପରି ଜନସାଧାରଣକୁ ସୁରକ୍ଷିତ ରଖାଯିବ ତାହାକୁ ନେଇଅନେକ ପ୍ରଚେଷ୍ଟା...
ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ….
କୋଭିଡ ମୁକାବିଲା
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ
ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ...














