ଭାବ ବିନୋଦିଆ ସେ , ଭକ୍ତ ଭାବ ବୁଝିଲା….

ପୁରୀ : କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ସେ ସୃଷ୍ଟି। ସେ ସ୍ରଷ୍ଟା। ତା ବିନା ଅନୁମତିରେ ଏ ଧରାରେ ଦୁବ ବି ଉଠେନାହିଁ। ତାଙ୍କ...

ପୁରୀରେ ୨୦୨୦ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି…..

ଭୁବନେଶ୍ୱର : ପୁରୀରେ ୨୦୨୦ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଏନେଇ କୋର୍ଟ କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କୁ ଯାତ୍ରାର ଦାୟିତ୍ୱ ଦିଆଗଲା । ବିନା ଭକ୍ତରେ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି.

ପୁରୀ: ରଥଯାତ୍ରା ପାଇଁ ଆଉ  ପାଦେ ଆଗେଇଲେ ସରକାର । ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଣୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ...

ତିନି ରଥରେ ବିଜେ ହେଲା ଆଜ୍ଞାମାଳ…..

ପୁରୀ: ରଥଯାତ୍ରା ପାଇଁ ଆଜି ଆସୁ ପାଦେ ପ୍ରକ୍ରିୟା ଆଗେଇଛି। ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଣୁ ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି। ପରମ୍ପରା ଅନୁସାରେ ରଥ ଆଜ୍ଞାମାଳ ବିଜେ ନୀତି...

ରଥରେ ଆଜ୍ଞl ବିଜେ

ଭୁବନେଶ୍ୱର : ରଥଯାତ୍ରା ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା ରଥରେ ଆଜ୍ଞl ବିଜେ ହୋଇଛି l ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ତେଣୁ ଚଳାଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର l...

ରାଜ୍ୟ ପାଇଁ କରୋନା ହେଉଛି କାଳ: ନୂଆ ୧୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୧୪୩ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।...

ବିଶ୍ୱ ବିଧାତାଙ୍କର ଯାତ୍ରା ନିର୍ଧାରଣ ସୁପ୍ରିମକୋର୍ଟରେ..

ପୁରୀ: ସେ ସମସ୍ତର ଶୁଣାଣି କରନ୍ତି।ହେଲେ ଆଜି ତାଙ୍କ ଶୁଣାଣି ହେବ। ଭକ୍ତ ପାଇଁ ଭଗବାନ ଏବେ କାଠ ଗଡ଼ାରେ। ସେ ବଡ଼ ଦାଣ୍ଡକୁ ଆସିବେନା ନାଇଁ ?ଭକ୍ତଂକୁ ଦର୍ଶନ ଦେବେ ନା...

ରଥଯାତ୍ରା ନେଇ ରାଜ୍ୟ ସରକାର ରଖିଲେ ମତ : ଏଵେ କୋର୍ଟ ରାୟକୁ ଅପେକ୍ଷା…..

ଭୁବନେଶ୍ୱର : ରଥଯାତ୍ରା ନେଇ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି l କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ...

ସରକାର ନିରବ, ଚାଲିଛି ରଥକାମ, : ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

ଭୁବନେଶ୍ୱର : ରଥଯାତ୍ରା ଯେତିକି ପାଖେଇ ଆସୁଛି ଯାତ୍ରାକୁ ନେଇ ସେତିକି ଦ୍ୱନ୍ଦ ବଢ଼ିବାରେ ଲାଗିଛି। କାରଣ ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ଶୁଣାଣି କରିଥିଲେ। ଏହି ରାୟ...

ରାଜ୍ୟରେ ୨ ମୃତ୍ୟୁ, ସହ ୫୦୦୦ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି ।ସେଥିମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର ୭୬ ବର୍ଷୀupdate ୟ ବୃଦ୍ଧ । ଆଉ ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ଜଣେ...

Follow us

20,832FansLike
0FollowersFollow
14,700SubscribersSubscribe

Latest news