କରୋନା ମୁକାବିଲାରେ ଆଗଧାଡିରେ ସୋଆ : ସଂକ୍ରମିତଙ୍କ ଚିକିତ୍ସା ପାଇଁ ୨୦୦୦ ରୁ ଊର୍ଦ୍ଧ୍ୱ ଶଯ୍ୟା
ଭୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁରଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା...
ରାଜ୍ୟରେ କରୋନା ନେଲା ୧୨ ମୁଣ୍ଡ….
ଭୁବନେଶ୍ୱର : ରାଜ୍ୟରେ ଆଜି ୧୨ଜଣଙ୍କ ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୭ରେ ପହଂଚିଯାଇଛି । ରାଜ୍ୟ ସ୍ୱାସ୍ଥୃ ଓ ପରିବାର କଲ୍ୟାଣ ବିଭାଗ...
ଆସନ୍ତା ୯ ତାରିଖରୁ ପୁଣି ଏକ ଲଘୁଚାପ…
() ଆସନ୍ତା ୯ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସନ୍ଦରଗଡ ଜିଲାକୁ...
ଆଜି ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା
() ରାଜ୍ୟରେ ଆଜି ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୧୮୩୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ପଜିଟିଭ ରହିଛନ୍ତି ଖୋର୍ଦ୍ଧା...
ମହାମାରୀ ସମୟରେ ହୋଟେଲ ଶିଳ୍ପରେ ହେଉଛି ଦ୍ରୁତ ପରିଵର୍ତନ…
ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ...
ଆଜିଠାରୁ ମାଟ୍ରିକ ଖାତା ରିଚେକିଂ..
ଭୁବନେଶ୍ୱର : ଆଜିଠାରୁ ମାଟ୍ରିକ ଖାତା ରିଚେକିଂ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ପରୀକ୍ଷା ଖାତାର ପୁନଃ ଯାଂଚ ଏବଂ ଖାତାର ନକଲ କପି ପାଇଁ ଆବେଦନ କରିପାରିବେ ଛାତ୍ରୀଛାତ୍ର...
ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଲା
ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଲା
ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି
ଲଢେଇକୁ ମଜବୁତ କରିବାକୁ ଶପଥ ଗ୍ରହଣ
କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ – ମୁଖ୍ୟମନ୍ତ୍ରୀ
ମୁଁ...
ଅନଲକ୍ ୩.୦ରେ ଓଡ଼ିଶାର ତିନୋଟି ବଡ଼ ନିଷ୍ପତ୍ତି…
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଅଗଷ୍ଟ ୩୧ ଯାଏଁ କରୋନା ଲଢ଼େଇର ନିୟମାବଳି ଜାରିକରିଛନ୍ତି। ଅନଲକ୍ ୩.୦ ରେ ତିନୋଟି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
କେନ୍ଦ୍ର ସରକାର ରାତ୍ରି କାଳୀନ...
ପଶ୍ଟିମ ଓଡିଶାର ପ୍ରଥମ Plasma Bank ରାଉରକେଲାର IGHରେ
କୋଭିଡ ମୁକାବିଲା
ପଶ୍ଟିମ ଓଡିଶାର ପ୍ରଥମ Plasma Bank
ରାଉରକେଲାର IGHରେ ଉଦ୍ଘାଟିତ, ରାଜ୍ୟର ତୃତୀୟ
ସାରା ରାଜ୍ୟରେ ୭୦ ୟୁନିଟ୍ ପ୍ଲାଜମା ସଂଗୃହୀତ, ୮ ଜଣ ସୁସ୍ଥ, ୧୭ ଜଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି
ରାଜ୍ୟର ଡାକ୍ତର...
ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂ ଗବେଷଣାକୁ ନେଇ ଆନ୍ତର୍ଜାତିକ ଭର୍ଚୁଆଲ୍ ସମ୍ମିଳନୀ
ଭୁବନେଶ୍ୱର : ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗ ବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ...