ଲଗାଣ ବର୍ଷା ଯୋଗୁଁ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ….

0
{}ପାଣି ପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ଉପରାନ୍ତେ ରେଡ ୱାର୍ଣିଗ ଜାରି ହୋଇଥିବା...

ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ଶେଷ…

0
{}ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହି ନିଟ୍ (ଘଋଋଞ) ପରୀକ୍ଷା ସେଣ୍ଟରରେ ସଫଳତାର ସହ ଶେଷ ହୋଇଛି । ସ୍କୁଲ କତ୍ତୃ ପକ୍ଷଙ୍କ ସଫଳ ପରୀକ୍ଷା ଆୟୋଜନ ଓ ଜାତୀୟ...

ବର୍ଷା ଓ ତା ନିରବତା …

0
  () ନିରବତା ସବୁବେଳେ କିଛି  କହୁଥାଏ । ତାହାକୁ ବୁଝିବା ଏତେ ସହଜ ନୁହେଁ ।  ନିରବତା ଝଡ଼ ସୃଷ୍ଟି କରେ, ପୁଣି ପଥରକୁ ବି ତଳଳେଇ ଦିଏ ନିମିଶକରେ l  ସେଥିପାଇଁ...

ନୂଆଁଖାଇରେ ଝଲସିଲା ମା’ସମଲେଶ୍ୱରୀ ପୀଠ…

0
{}ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକ {}ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ରାଜ୍ୟରେ ଖୋଲିବ 24 ଟି ନୂଆ ଆଇଟିଆଇ କଲେଜ ….

0
() ବର୍ତ୍ତମାନ 49 ଟି ସରକାରୀ ଆଇଟିଆଇ ରହିଥିବା ବେଳେ 448 ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି...

ଜଣେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ : ଛାତ୍ର ଇଂ.ରାଜଶେଖର ଲାହା

0
ଦିି () ଗୁରୁ   ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ...

ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

0
ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର ସମ୍ବଲପୁର, : ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ ଧରି ସମ୍ବଲ ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶାର...

5T ରେ ସ୍କୁଲ ରୂପାନ୍ତରଣ

0
5T ରେ ସ୍କୁଲ ରୂପାନ୍ତରଣ ଦ୍ବିତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକଗଣ ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି, ସୁଯୋଗ ଦେଲେ ସେମାନେ...

ଦୃଷ୍ଟିହୀନ ଦମ୍ପତିଙ୍କ ରୋଗଗ୍ରସ୍ତ ଶିଶୁକନ୍ୟାକୁ ସାହାଯ୍ୟର ହାତ ବଢ଼ାଇଲା କମିଶନରେଟ ପୋଲିସ୍‌

0
ଭୁବନେଶ୍ୱର : ଭାଗ୍ୟର ବିଡ଼ାମ୍ବନା କୁହାଯାଇପାରେ କିମ୍ବା ନିୟତିର ନିର୍ଦ୍ଦେଶ । ଦୃଷ୍ଟିହୀନ ଦମ୍ପତିଙ୍କ ଠାରୁ ଜନ୍ମ ଗ୍ରହଣ କରିଥିବା ଶିଶୁ ବି ଦୃଷ୍ଟିହୀନ ହେବା ସହ ବର୍ତମାନ ଚକ୍ଷୁ କର୍କଟ ରୋଗରେ...

ଭୁବନେଶ୍ୱରରେ ସ୍କ୍ରମ୍ପସିୟସ ବିରିୟାନୀ : ଖାଆନ୍ତୁ ନୀଳ କଙ୍କଡ଼ା ଦମ୍ ବିରିୟାନୀ

0
ଯେତେବେଳେ ଏକ ଉଚ୍ଚ ବୃତ୍ତିଧାରୀ ମନ ଖାଦ୍ୟଶିଳ୍ପର ମୋହରେ ପଡେ , ସେତେବେଳେ ସେ କ୍ଷେତ୍ରରେ ସୃଷ୍ଟି ହୁଏ ବୈପ୍ଲବିକ ପରିବର୍ତ୍ତନ । କିଛି ଭିନ୍ନ, ଅନନ୍ୟ ଓ ସ୍ବତନ୍ତ୍ର କରି ଦେଖାଇବାର...

Follow us

20,832FansLike
0FollowersFollow
14,700SubscribersSubscribe

Latest news