୧୧ ତାରିଖରେ ଭୋଟରେ ନୂଆପଡାବାସୀ ଏ ବିଶ୍ୱାସ ଘାତକତା ର ଜବାବ ଦେଵେ : ନବୀନ ପଟ୍ଟନାୟକ

କୋମନା ରେ ନବୀନ ପଟ୍ଟନାୟକ ଙ୍କ ବିରାଟ ସମାବେଶ| ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସପକ୍ଷରେ ପ୍ରଚାର କଲେ ନବୀନ ପଟ୍ଟନାୟକ| ବିଜେପି ସରକାର ମିଛ ପ୍ରଚାର ରେ ହିରୋ,କାମ ରେ...

ନୂଆପଡ଼ାରେ ଅରୁଣଙ୍କ ହଂସ କୁକୁଡ଼ା ଉପାଖ୍ୟାନ : କହିଲେ ବିଜେପି ଓ କଂଗ୍ରେସକୁ ଖୋଜିଲେ ମଧ୍ୟ ମିଳୁନାହାନ୍ତି

ଅରୁଣ ସାହୁ। ଛାତ୍ର ଜୀବନରୁ ଚତୁର ରାଜନେତା ଭାବେ ପୁରା ଓଡ଼ିଶାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଅଳ୍ପ କହିନ୍ତି, ଯାହା କହନ୍ତି  ତାହା ସାଧାରଣ ଲୋକଙ୍କ ମନକୁ ବେଶ ଛୁଏ। ତର୍କ,...

ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋଟେନଚୁଆଁ ପଞ୍ଚାୟତରେ ବଜେପିର ଵିଶାଳ ସମାବେଶ*

 ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଗେଶ୍ଵର ମଣ୍ଡଳର କୋଟେନଚୁଆଁ ଗ୍ରାମ ପଞ୍ଚାୟତର ଝାଞ୍ଜିମୁଣ୍ଡା ଠାରେ ବିଜେପି ପକ୍ଷରୁ ଆଜି ଏକ ବିଶାଳ ଜନ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ବିଜେପି ବିଧାୟକଙ୍କ ଗିରଫଦାରୀ ଦାବି କଲା ବିଜେଡି

 ନୂଆପଡ଼ା ଉପନିର୍ବାଚନ ପାଇଁ ରକ୍ତମୁଖା ସାଜିଛି ବିଜେପି । ଶାନ୍ତିପ୍ରିୟ ଓଡ଼ିଶାରେ ୟୁପି, ବିହାର ଭଳି ନିର୍ବାଚନୀ ହିଂସା ଆରମ୍ଭ କରିଛି ଶାସକ ବିଜେପି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋମନା...

ବିଜେଡିକୁ ସମର୍ଥନ ଲୋଡ଼ିଲା ଛାତ୍ର ଓ ଯୁବ ବିଜେଡି

ନୂଆପଡ଼ାରେ ଆଜି ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ବିଶାଳ ପଥପ୍ରାନ୍ତ ସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନିର୍ବାଚନର ପ୍ରଚାର କରାଯାଇଛି । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ...

ପୁଣି ପ୍ରମାଣିତ ହେଲା ବବି ଦୃଢ଼ ସଂଗଠକ

ଲୋୟର ପିଏମଜିରୁ ନୂଆପଡା, ସବୁଠି ଚର୍ଚ୍ଚାରେ ପ୍ରଣବ ପ୍ରକାଶ ଦାସ (ବବି ଦାସ) । ବବିଙ୍କ ରାଜନୈତିକ ରଣନୀତି ଆଗରେ ଘାଇଲା ହେଉଛନ୍ତି ବିରୋଧୀ ଦଳ। ସମସ୍ତଙ୍କୁ ସାଙ୍ଗରେ ନେଇ କର୍ମୀଙ୍କୁ ଭଗବାନ...

ମିଥ୍ୟା ମାମଲା : ବବିଙ୍କ ମନବଳ ଭାଙ୍ଗିବନି ବରଂ ଦୃଢ କରିବ

ନଭେମ୍ବର ୧୧ ତାରିଖରେ ନୂଆପଡା ଉପ ନିର୍ବାଚନ ହେବା ଯାଉଛି। ୨୦୨୪ ନିର୍ବାଚନ ପରେ ପ୍ରଥମ ଉପ ନିର୍ବାଚନ ହେବ। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ...

ପ୍ରାର୍ଥୀ ଚୋରି ପାଇଁ ଲୋକେ ବିଜେପିକୁ ଶାସ୍ତି ଦେବେ : କଂଗ୍ରେସ

 ବର୍ଷର ରାଜନୀତିକୁ ଆଗାମୀ ଦିନରେ ଯେଭଳି ବିହାର ନିର୍ବାଚନ ଫଳାଫଳ ପ୍ରଭାବିତ କରିବ ଠିକ୍ ସେହିପରି ନୂଆପଡାର ଉପନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିକୁ ଏକ ନୂଆ ଦିସା ଦେଖାଇବ। ନୂଆପଡାରେ ବିଜେପି ଓ...

ଏକତା ବିଜେଡିର ବଳ: ଶାସନରେ ବିଜେପି କିନ୍ତୁ ଆସନ ନେବେ କି ବିଜେଡି !

ଓଡିଶାବାସୀଙ୍କ ଦଳ ବିଜୁ ଜନତା ଦଳ। ଯେତେବେଳେ ଓଡ଼ିଶାର ସ୍ବାର୍ଥ ଓ ସ୍ୱାଭିମାନ କଥା ଉଠିବ ବିଜେଡି ଏକତା ବଳ ଦେଖାଇ ଓଡିଶାବାସୀଙ୍କ ପାଇଁ ଲଢେଇ ଜାରୀ ରଖିବ। ନୂଆପଡ଼ା ଉପ ନିର୍ବାଚନରେ...

ନୂଆପଡ଼ାରେ ବିଜେଡି ପ୍ରତି ବଢ଼ୁଛି ଜନତାଙ୍କ ଆସ୍ଥା ସ୍ନେହାଙ୍ଗିନୀଙ୍କୁ ମିଳୁଛି ବିଜୟ ପ୍ରତିଶ୍ରୁତି

ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ନୂଆପଡ଼ାରେ ନିର୍ବାଚନୀ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ଗୁରୁବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନୁଆପଡା ବ୍ଲକ ଅଧୀନସ୍ଥ କୋଡୋମେରୀ, ଭୋଇରବାଡ଼ି, ସାଲିହା ଓ...

Follow us

20,832FansLike
0FollowersFollow
14,700SubscribersSubscribe

Latest news