ରାଜ୍ୟପାଳଙ୍କ ଧର୍ମ ପତ୍ନୀ ସୁଶିଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ।
ଭୁବନେଶ୍ୱର : ରାଜ୍ୟପାଳଙ୍କ ଧର୍ମ ପତ୍ନୀ ସୁଶିଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ। ମୁଖ୍ୟମନ୍ତ୍ରୀ ଆଗତ କଲେ ଶୋକପ୍ରସ୍ତାଵ। ଶୋକପ୍ରସ୍ତାବ କୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ, କଂଗ୍ରେସ ...
ଆରପାରିରେ ରାଜ୍ୟପାଳଙ୍କ ଧର୍ମପତ୍ନୀ : ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ
ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ମହିଳା ତଥା ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ ଦେହାନ୍ତ ହୋଇଛି l ତାଙ୍କ ଦେହାନ୍ତ ଖବର ମିଳିବା ପରେ ପୁରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି l...
ବିରୋଧୀ ଦେଲେ ଇସାରା : ସୋମବାର ଗୃହରେ ଉଠିବ ହାଜତ ମୃତ୍ୟୁ ପ୍ରସଙ୍ଗ…..
ଭୁବନେଶ୍ୱର : ବିଧାନସଭାରେ ଉଠିବ ହାଜତ ମୃତ୍ୟୁ ପ୍ରସଙ୍ଗ l ବିରୋଧୀଙ୍କ କହିବା କଥା ହାଜତ ମୃତ୍ୟୁ ପ୍ରସଙ୍ଗକୁ ଛଡ଼ାଯିବନି। ଗୃହରେ ପୁଣି ଉଠିବ ଏ ପ୍ରସଙ୍ଗ। ଶାସକ ଦଳର କହିବା କଥା...
15ରୁ କମ ଛାତ୍ରଛାତ୍ରୀ ଥିଲେ ସେ ସ୍କୁଲକୁ ମିଶ୍ରଣ କରାଯିବ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଏଣିକି 15ରୁ କମ ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରିବେ ରାଜ୍ୟ ସରକାର l ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ...
ସ୍କୁଲ ମିଶ୍ରଣ କେନ୍ଦ୍ରର ନିଷ୍ପତି : ପ୍ରତାପ ଦେବ
ଭୁବନେଶ୍ୱର : ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଲେ ବିଜେଡି ବିଧାୟକ ପ୍ରତାପ ଦେବ। ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି।2017ରୁ ନୀତି ଆୟୋଗ ମିଶ୍ରଣ ପାଇଁ...
ସ୍କୁଲ ବନ୍ଦ ନିଷ୍ପତ୍ତି ଅଗଣତାନ୍ତ୍ରିକ : ବିଷ୍ଣୁ ସେଠି….
ଭୁବନେଶ୍ୱର : ବିଧାନସଭା ଆଲୋଚନା ବେଳେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ନିଜ ଵିବୃତ୍ତିରେ କଟାକ୍ଷ କରି ସରକାର ଓ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ସରକାରଙ୍କୁ କଲେ...
ସ୍କୁଲ ବନ୍ଦ ନେଇ କଣ କହିଲେ ପ୍ରମିଳା…….
ଭୁବନେଶ୍ୱର : ସ୍ୱାଭାବିକ ହେଲା ବିଧାନସଭା । ରାଜ୍ୟର ପ୍ରାଥମିକ ଶିକ୍ଷାର ଏକତ୍ରିକରଣ ଏବଂ ସୁବ୍ୟବସ୍ଥିକରଣ ନୀତି,ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା। ପ୍ରସ୍ତାଵ ଆଣିଲେ ସରକାରୀ...
ହାଜତ ମୃତ୍ୟୁ ନେଇ କାଠ ଗଡାରେ ସରକାର : ବିଧାନସଭାରେ ବର୍ଷିଲେ ବିରୋଧୀ, ଦୁଃଖ ପ୍ରକାଶ କଲା ବିଜେଡି
ଭୁବନେଶ୍ୱର : ବିଧାନସଭାରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ I ଶାସକ ଦଳକୁ ଘେରିଲେ ବିରୋଧୀ। ଅଧିବେଶନ ରମ୍ଭରୁ ବିରୋଧୀ ଦଳ ନେତା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ...
ବିଧାନସଭାରେ ସ୍କୁଲ ବନ୍ଦ ତାତି : କାଲି ଗୃହରେ ଉତ୍ତର ରଖିବେ ଗଣ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଶୀତ ଅଧିବେଶନର ଦ୍ୱିତୀୟ ଦିନ ସ୍କୁଲ ବନ୍ଦ ପ୍ରସଙ୍ଗକୁ କେନ୍ଦ୍ର କରି ଅଚଳାବସ୍ଥା ଜାରୀ ରହିଛି । ରାଜ୍ୟ ସରକାର ତୁରନ୍ତ ସ୍କୁଲ ବନ୍ଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡ଼କାନ୍ତୁ...
ହାଜତ ମୃତ୍ୟୁ ନେଇ କଣ କହିଲା ବିଜେଡି…….
ଭୁବନେଶ୍ୱର : ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏହାକୁ ଗୁରୁତ୍ୱ ର ସହ ବିଚାର କରିବା କଥା। ମୁଲତବୀ ନୋଟିସ ଦେଇଛନ୍ତି ବିରୋଧୀ କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା କରିବାକୁ...













