ଲୋକସେବା ରେ ଖୋଲିଲା ପୁଷ୍ପ ଉଦ୍ୟାନ…
{} ଜାନୁଆରୀ ମାସ ର ସବୁ ଛୁଟି ଦିନ ଗୁଡିକ ଦର୍ଶକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ।
ସମୟ ଅପରାହ୍ନ ଚାରିଟା ରୁ ସନ୍ଧ୍ୟା ଛ ଟା ଆଜି ଅପରାହ୍ନ...
ସ୍ଵାଗତମ୍ ୨୦୨୩…
() ରାତି ପାହିଲେ ନୂଆ ବର୍ଷ ଏବେଠୁ ସବୁ କିଛି ଲାଗୁଛି ନୂଆ ନୂଆ l ଯାହାକୁ ଦେଖିଲେ ନୂଆ ଅନୁଭବ ମନକୁ ଆସୁଛି l ସବୁଦିନ ସକାଳ ହେଉଛି , ହେଲେ...
ସ୍ମୃତିରେ ମୁକୁଟ ବିହୀନ ସମ୍ରାଟ : ୧୯୪୨ରୁ ୨୦୦୮…..
() ସ୍ୱର୍ଗତ ଅଶୋକ ଦାସ । ଦକ୍ଷ ବିଧାୟକ, ଦୂରଦର୍ଶୀ ରାଜନେତା, କ୍ଷମତା ଓ ସାଲିସ ବିହୀନ ରାଜନୀତି ର ବଡ ପ୍ରତୀକ l ପୁଣି ସେ ସେବାର ପୂଜାରୀ l ଓଡ଼ିଶାର...
ସୋଆ ପକ୍ଷରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟନୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା…
() ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ...
ଓଡିଶା ବାସୀଙ୍କ ସେବାରେ ପଚିଶ ବର୍ଷ;ଆଶୀର୍ବାଦ ରହିଲେ ୧୦୦ ବର୍ଷ ପର୍ଯ୍ୟନ୍ତ ସେବା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
{} ବିଜୁ ଜନତା ଦଳର ରଜତ ଜୟନ୍ତୀ ଉତ୍ସବ
ଓଡିଶା ବାସୀଙ୍କ ସେବାରେ ପଚିଶ ବର୍ଷ
ମା ମାନେ ଆଗେଇ ଆସନ୍ତୁ ଦାୟିତ୍ଵ ନିଅନ୍ତୁ ।
ଆପଣ ମାନଙ୍କ ଆଶୀର୍ବାଦ ରହିଲେ ବିଜୁ ଜନତା ଦଳ ୧୦୦...
ପୁଣି ଫେରିବ କୋଭିଡ କଟକଣା…
() ରାଜ୍ୟକୁ ପୁଣି ଫେରିବ କୋଭିଡ କଟକଣା । ପ୍ରଥମ ପଦକ୍ଷେପ ଭାବେ ୨୪ ତାରିଖରୁ ବିଦେଶ ଫେରନ୍ତାଙ୍କ ନଜର ରଖିବେ ରାଜ୍ୟ ସରକାର । ବାହାର ଆସୁଥିବା ସମସ୍ତ ଯାତ୍ରୀଙ୍କର ନମୂନା...
ନୁଆଁ ଭେରିଆଣ୍ଟ କୁ ରୋକିବ ବୁଷ୍ଟର ଡୋଜ…
ବୁଷ୍ଟର ଡୋଜ ନୁଆଁ ଭେରିଆଣ୍ଟ କୁ ପ୍ରତିହତ କରିପାରିବ,28 ନଭେମ୍ବର ରୁହ ସରକାରୀ ଟୀକାକାରଣ ବନ୍ଦ ରହିଛି, କେନ୍ଦ୍ର କୁ ଟୀକା ଯୋଗାଣ ପାଇଁ ଅନୁରୋଧ କରିବୁ, ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ...
ସର୍ଗିଫୁଲ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…
() ସର୍ଗିଫୁଲ ଉଦ୍ଯାପିତ
ଓଡିଶା ର ପିଲା ମାନେ କାହା ଠାରୁ କମ୍ ନୁହଁ ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ,
ଜୀବନରେ ପ୍ରତିଷ୍ଠା ଲାଭ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି -...
ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର…
{} ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓଡ଼ିଆ ଭାଷାରେ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି । ତାଙ୍କର କବିତା ସଂକଳନ “ଦୟାନଦୀ”ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ତାଂକୁ...
‘one ପଞ୍ଚାୟତ,one ପ୍ରଡକ୍ଟ’ର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ…
() ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ ୫୬୦୦ ଏସଏଚଜି ଗ୍ରୁପକୁ ୨୨୦ କୋଟି ଟଙ୍କାର ସହାୟତା ପ୍ରଦାନ।
‘one ପଞ୍ଚାୟତ,one ପ୍ରଡକ୍ଟ’ର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।
ଶିଳ୍ପ ବିକାଶରେ ମା ମାନେ...