ଚାଷୀ, ମହିଳା ଓ ଯୁବସମାଜ ଆମର ତ୍ରିଶକ୍ତି, ଆମ ପ୍ରଗତିର ସାରଥୀ – ମୁଖ୍ୟମନ୍ତ୍ରୀ…
() କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
ପିଲାମାନଙ୍କୁ ଦେଲେ ଧରଣୀଧର ବିଶ୍ବବିଦ୍ୟାଳୟର ଅନୁମୋଦନ ପତ୍ର।
୪୭୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ରାଜ୍ୟର ବିକାଶରେ କେନ୍ଦୁଝରର ରହିଛି...
ସମ୍ରେ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା…
() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା...
ପୁନଃବିକଶିତ ହେବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ….
() ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ।
5T ସଚିବଙ୍କ ସୁଆଣ୍ଡୋ ପରିଦର୍ଶନ ଉତ୍କଳମଣି ଙ୍କ ଗାଁ ଶିବ ମନ୍ଦିର ର...
ନବୀନଙ୍କ ହୃଦୟରେ ଯାଜପୁର ପାଇଁ ସ୍ଵତନ୍ତ୍ର ସ୍ଥାନ: ପ୍ରଣବ ପ୍ରକାଶ ଦାସ
() ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ଵତନ୍ତ୍ର ଭଲ ପାଇବା ରହିଛି l ସ୍ନେହ, ପ୍ରେମ ଶ୍ରଦ୍ଧା ଅଜାଡ଼ି ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ତାଙ୍କ ଦିଗ ଦର୍ଶନରେ ଯାଜପୁରର ବିକାଶ ରଥ...
ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହେବ: ମୁଖ୍ୟମନ୍ତ୍ରୀ…
() ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍ଘାଟିତ
ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହେବ – ମୁଖ୍ୟମନ୍ତ୍ରୀ।
ଯାଜପୁର ବିଭିନ୍ନ ଧର୍ମ, ଆଧ୍ୟାତ୍ମିକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ।
{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...
ସଂସଦରେ ଓଡ଼ିଶା ପାଇଁ ହକ୍ ମାଗିଲେ ମାନସ ମଙ୍ଗରାଜ…
() ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା।
{} ଆଲୋଚନାରେ ଅଂଶଗ୍ରହଣ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ।ଓଡିଶା ଦେଶର ଦ୍ରୁତତମ ଅଭିବୃଦ୍ଧି କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ରାଜ୍ୟର...
ଆଜିଠୁ ୬ଦିନ ଦୁଲୁକିବ ଯାଜପୁର: ଯଯାତି ୨୦୨୩ ଜିଲ୍ଲା ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ : ପ୍ରଥମ ସଂଧ୍ୟାର...
() ଆଜିଠାରୁ ଆରମ୍ଭ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୩। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି l ସଂଧ୍ୟା ୬ଟା ବେଳେ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ l...
ମୋ ସରକାର ଅଧିନ ରେ ଏବେ ଆଉଟ୍ ସୋର୍ସିଂ ସଂସ୍ଥା….
() ଆଉଟ୍ ସୋର୍ସିଂ ସଂସ୍ଥା ମୋ ସରକାର ଅଧିନକୁ ଗଲା l ଫଳରେ ଆଉଟ୍ ସୋର୍ସିଂ କର୍ମଚାରୀ ଉପରେ ମନ ଇଚ୍ଛା ନିର୍ଦେଶ ଜାରୀ କରି ପାରିବେନି ସଂପୃକ୍ତ ସଂସ୍ଥା l କାମ...
‘ଯଯାତି-୨୦୨୩’:୮ରୁ ଦୁଲୁକିବ ଯାଜପୁର, ଜଲୱା ଦେଖାଇବେ ବଲିଉଡର ଓ ଓଲିଉଡ କଳାକାର.
() ସଂଧ୍ୟା ହେଲେ ନାଚ ଗୀତରେ ଦୁଲୁକିବ ଯାଜପୁର ସହର ବୈତରଣୀ ନଦୀ ପୀଠ l ବଲିଉଡର ଓ ଓଲିଉଡ କଳାକାର ୬ ଦିନ ଧରି ଦର୍ଶକଙ୍କୁ ନିଜର ଜଲୱା ଦେଖାଇବେl ଏଥିପାଇଁ...
କୋରାପୁଟ ଜିଲ୍ଲା ପାଇଁ ୧୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ…
() ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ବିଶ୍ବବିଦ୍ୟାଳୟ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ।
କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।
୧୦୦୦ ଆସନ ବିଶିଷ୍ଟ...














