ରାଜ୍ୟରେ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ@୨୯୯୪
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୮ ଜିଲ୍ଲାରୁ ୧୩୮ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି...
କାନ୍ତକବି ଲକ୍ଷ୍ମୀକାନ୍ତ ଚିର ନମସ୍ୟ : ପ୍ରଣବ…..
ଭୁବନେଶ୍ୱର : ବିଖଣ୍ଡିତ ଓଡିଶାକୁ ଯୋଡିଛି ବନ୍ଦେ ଉତ୍କଳ ଜନନୀ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କବିତା ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି । ସେଥିପାଇଁ ଆଜି ଦିନଟି...
ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-
ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଏବେ ରାଜ୍ୟର ସବୁଜିଲ୍ଲା କରୋନା କବଳରେ।ଆଜି ରାଜ୍ୟରେ ୭୫ ଜଣ...
ବନ୍ଦେ ଉତ୍କଳ ଜନନୀ”କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା…..
ଭୁବନେଶ୍ୱର :ରାଜ୍ୟ କ୍ୟାବିନେଟରେ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଛି। ଏହି ସଙ୍ଗୀତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ।
ଏହାସହ ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର ,ଶୈଳୀ ତଥା ରେକର୍ଡିଂ ସୂଚନା...
ରାଜ୍ୟରେ କରୋନାରେ ନବମ ମୃତ୍ୟୁ @ଆଜି ନୂଆ ୭୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଜି ଆଉ ଜଣଙ୍କର ଜୀବନ ଯାଇଛି।ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଏହାସହ
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ...
ରାଜ୍ୟରେ ଆସନ୍ତାକାଲିଠାରୁ ଗଡିବ ସରକାରୀ ବସ୍.
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ଗଡିବ ସରକାରୀ ବସ।ସାଧାରଣ ଯାତ୍ରୀଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ରାଜ୍ୟ ସଡ଼କ ପରିବହନ ନିଗମ ଏପରି ନିଷ୍ପତ୍ତି ନେଇଛି।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨.୫ କୋଟି ଦେଲେ ସୁବ୍ରତୋ ବାଗଚି
ଭୁବନେଶ୍ୱର :ସୁବ୍ରତ ବାଗଚି। ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର । ରାଜ୍ୟରେ କରୋନା ମହାମାରୀ ଆରମ୍ଭ ହେଲା ପରେ ବେଶ ଚର୍ଚ୍ଚିତ ହେଲେ ସେ। ସବୁ ଦିନ ସନ୍ଧ୍ୟାରେ କରୋନାର ଟିକ ଖବର...
ରାଜ୍ୟରେ ସୁସ୍ଥ ଆଉ ୧୨୩ କରୋନା ଆକ୍ରାନ୍ତ…..
ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ପଜିଟିଭ ।ସେମାନ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୫, କଟକରୁ ୨୨, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୪, ଖୋର୍ର୍ଧାରୁ...
କୋଭିଡ଼୍-୧୯ ସଂକ୍ରମଣ ସୁଯୋଗରେ ଶ୍ରମ ଆଇନ ସଶୋଧନ ପ୍ରତିବାଦ
ଭୁବନେଶ୍ୱର : କୋଭିଡ଼ ସଂକ୍ରମଣ ପରିସ୍ଥିତିରେ ପ୍ରବାସୀ ଶ୍ରମକ ନିର୍ମାଣ ଶ୍ରମିକ ଜଙ୍ଗଲ ଶ୍ରମିକ କୃଷି ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ଦେହାଡ଼ି ଶ୍ରମିକ, ଘରୋଇ କାର୍ଯ୍ୟନିଯୁକ୍ତ ଶ୍ରମିକ, ଅଟୋ ଓ...
ସ୍ନାନ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ନବୀନ ଓ ପ୍ରଣବ
ଭୁବନେଶ୍ୱର : ପ୍ରବିତ୍ର ସାନ୍ନ ପୂର୍ଣ୍ଣିମା ଅବସରରେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମହାପ୍ରଭୁଙ୍କ କୃପା ଓ ଆର୍ଶୀବାଦ ରୁ ସମସ୍ତ ଜୀବନ ସୁଖ ଓ ସମୃଦ୍ଧ ମୟ...