ବିଶ୍ୱରେ ୨୧୩ ଦେଶ ଏବେ କରୋନା କବଳରେ….

ନୂଆଦିଲ୍ଲୀ :ସାରା ବିଶ୍ବରେ କୋରୋନାରେ ତାର କାୟା ମେଲେଇବାରେ ଲାଗିଛି। ଦିନ ଗଡ଼ିବା ସହ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୧୩ ଦେଶକୁ କରୋନା ମହାମାରୀ ବ୍ୟାପି ସାରିଲାଣି।...

ରାଜନୀତିର ସମର ଲଢ଼ିବାକୁ ସମୀରଙ୍କ ନୂଆ ଟିମ…

ଭୁବନେଶ୍ୱର: ବିଜେପି ସଭାପତି ସମୀର ମହାନ୍ତି। ଗତକାଲି ତାଙ୍କ ନୂଆ ଟିମ ଗଠନ କରିଛନ୍ତି । ସଭାପତି ହେବାର ୫ ମାସ ପରେ ଏହି ଟିମ ଗଠନ କରିଛନ୍ତି। ରାଷ୍ଟ୍ରୀୟ ସଭାପତି ଜେପି...

ଓଡ଼ିଶା ଛୁଇଁଲା ମୌସୁମୀ…..

ଭୁବନେଶ୍ୱର : ଆଜି ଓଡ଼ିଶାକୁ ମୌସୁମୀ ଛୁଇଁଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ଆଜି ପହଞ୍ଚିଛି।ଏ ନେଇ ପାଣିପାଗ ବିଭାଗ ସୂଚନା ସୂଚନା ଦେଇଛି। ପୂର୍ବରୁ ୧୧ କିମ୍ବା ୧୨ ତାରିଖରେ ମୌସୁମୀ...

ତଥ୍ୟ ଦେଇ ମାସ୍କ ଦୁର୍ନୀତିର ସତ ପଦାକୁ ଆଣିଲା ବିଜେଡି : କହିଲା କଂଗ୍ରେସଶସ୍ତା ରାଜନୀତି କରୁଛି…

ଭୁବନେଶ୍ୱର : ମାସ୍କ କିଣା ସମ୍ପର୍କରେ ବିଜେଡି ତଥ୍ୟ ଦେଇ ବିରୋଧୀଙ୍କୁ ପାଲଟା ଜବାବ ଦେଇଛି l କଂଗ୍ରେସ ଏହି ପ୍ରସଙ୍ଗରେ ମିଥ୍ୟା ଅପପ୍ରଚାର କରୁଛି ବୋଲି ଦଳ କହିଛି l ଲୋକଙ୍କ ଜୀବନ...

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ: ଆଜି ନୂଆ ୧୩୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଆଉ ଜଣେ ଆକ୍ରାନ୍ତଙ୍କର ରାଜ୍ୟରେ ମୃତ୍ୟୁ ହୋଇଛି।ସେସୋରିଆସିସ ରୋଗରେ ପୀଡିତ ଥିଲେ।...

ଦେଶରେ ୨୪ ଘଣ୍ଟାରେ ୯,୯୯୬ ଜଣ ନୂଆ କରୋନା ଆକ୍ରାନ୍ତ:ମୃତ ୩୫୭

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ...

ସେବାୟତ ପିନ୍ଧିବେ ମାସ୍କ, ପାଇବେ ୫ହଜାର ସହାୟତା : କ୍ରିଷନ କୁମାର.

ଭୁବନେଶ୍ୱର : ପାଖେଇ ଆସୁଛି ରଥଯାତ୍ରା l ରଥଯାତ୍ରା ପାଇଁ ସବୁ ପ୍ରକାର ପ୍ରସ୍ତୁତ ଜୋରଦାର ଚାଲିଛି l ଏଥର ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ସେବାୟତ, ମନ୍ଦିର ପ୍ରଶାସନର କର୍ମକର୍ତ୍ତା...

ରଥଯାତ୍ରା ନେଇ ସନ୍ଦେହ ପ୍ରକାଶ କଲା ବିଜେପି…

ଭୁବନେଶ୍ୱର : ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛ ବିଜେପି ।ସ୍ନାନ ଯାତ୍ରା ସରିବା ପରେ ରଥଯାତ୍ରା ଆଉ ୧୦ ଦିନ ରହିଲା ,ତେବେ ରଥଯାତ୍ରା ହେବ...

ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…..

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୧୦ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।...

ଦେଶରେ ୨୪ ଘଣ୍ଟାରେ ୯୯୮୫ ଜଣ ନୂଆ କରୋନା ଆକ୍ରାନ୍ତ:ମୃତ ୨୭୯

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ...

Follow us

20,832FansLike
0FollowersFollow
14,700SubscribersSubscribe

Latest news