କୋଭିଡ କେଳେଙ୍କାରୀ ଅଭିଯୋଗ ଆଣି ଶ୍ରମମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର: ଏବେ ସାରା ଦେଶରେ କରୋନା ମାଡି ଚାଲିଛି। ଏଥିପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କରୋନା ପ୍ରତିରୋଧକ ସାମଗ୍ରୀ କିଣୁଛନ୍ତି ରାଜ୍ୟ ସରକାର। ହେଲେ ଏଥିରେ ଦୁର୍ନୀତିର ଗନ୍ଧ ବାରିଛି ରାଜ୍ୟ କଂଗ୍ରେସ...
ସୁପ୍ରିମକୋର୍ଟଙ୍କ ନିୟମକୁ ସମସ୍ତେ ମାନିବା ଉଚିତ: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ଭୁବନେଶ୍ୱର : ଏଥର ବଡ଼ ଦାଣ୍ଡରେ ଗଡିବନି ମହାପ୍ରଭୁଙ୍କ ରଥ। ଦେଶ ତଥା ରାଜ୍ୟରେ ଏବେ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଲୋକଙ୍କ ସ୍ୱାସ୍ଥ୍ୟଗତ ହିତକୁ ଦେଖି ରଥଯାତ୍ରାକୁ ବନ୍ଦ କରାଯାଇଛି।...
ରଥଯାତ୍ରା ବନ୍ଦ ହେବା ପ୍ରସଙ୍ଗ : ବିଜୟ କଲେ ସମାଲୋଚନା…
ଭୁବନେଶ୍ୱର : ରଥଯାତ୍ରା ବନ୍ଦ ହେବା ପରେ ଏହି ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି l ବିଜେପି ନେତା ବିଜୟ ମହାପାତ୍ର ଏପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ...
ରାଜ୍ୟ ପାଇଁ କରୋନା ହେଉଛି କାଳ: ନୂଆ ୧୬୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୧୬୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।...
୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୩ ହଜାର ୫୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ...
ଭାରତ – ଚୀନ ବିବାଦକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ : ଆଜି ଅପରାହ୍ନରେ ବସିବ ସର୍ବଦଳୀୟ ବୈଠକ।ଗଲୱାନ ଘାଟିରେ ଭାରତ-ଚୀନ ସେନା ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ଏହି ସର୍ବଦଳୀୟ ବୈଠକ ।
ଯାହାର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ...
ବିଶ୍ୱରେ ସାଢ଼େ ଚାରି ଲକ୍ଷ ପାର ହେଲା କରୋନା ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ :ସାରା ବିଶ୍ବରେ କୋରୋନାରେ ତାର କାୟା ମେଲେଇବାରେ ଲାଗିଛି। ଦିନ ଗଡ଼ିବା ସହ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା...
ବୋଝ ଉପରେ ଲଳିତା ବିଡ଼ା :ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି କଲେ ସରକାର
ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା। ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ। ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି। ଆଜି କେନ୍ଦ୍ର ସରକାର ପୁଣି ବଢାଇଲେ...
ରଥଯାତ୍ରାରେ ବ୍ରେକ୍ : ଭାବାବେଗ ବନାମ ଜୀବନ…
କରି କରାଉଥାଏ ମୁହିଁ, ମୋ ବିନା ଅନ୍ୟଗତି ନାହିଁ । ବିଶ୍ୱାସ ରହିଛି ବିଶ୍ୱର ଦେବତା ମହାପ୍ରଭୁ ଜଗଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ରଟିଏ ବି ହେଲେ ନାହିଁ । ଜଗତ କିପରି ଚାଲିବ...
ଏ ବର୍ଷ ରଥଯାତ୍ରା ବନ୍ଦ : ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ: ଏ ବର୍ଷ ହେବ ନାହିଁ ରଥଯାତ୍ରା । ଏନେଇ ଆଜି ଶୁଣାଣି କରିଛନ୍ତି ସୁପ୍ରିମମ୍ରକେର୍ଟ। କୋରୋନା ଆକ୍ରାନ୍ତ ସଂଖ୍ୟା ଦେଶ ତଥା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି।ଏହି ମହାମାରୀକୁ ଦୃଷ୍ଟିରେ...














