ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍ ଚଳାଚଳ ବନ୍ଦ..
ନୂଆଦିଲ୍ଲୀ:ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା।ଆସନ୍ତା ୩୦ ତାରିଖ ପରଠାରୁ ଅଗଷ୍ଟ ୧୨ ତାରିଖ ପର୍ରଯ୍ୟନ୍ତ ଦେଶରେ ବନ୍ଦ ରହିବ ସମସ୍ତ ରେଗୁରାଲ ଟ୍ରେନ୍ ଚଳାଚଳ । ମେଲ୍ ଏକ୍ସପ୍ରେସ, ଲୋକାଲ୍...
ଧର୍ମକୁ ଆଖିଠାର ମାରୁଛନ୍ତି ରାଜନୈତିକ ଦଳ: ରଥଯାତ୍ରା ଶ୍ରେୟ ପାଇଁ ଛକାପଞ୍ଜା
ପୁରୀ: କରି କରାଉ ଥାଏ ମୁହିଁ ,ମୋ ବିନୁ ଆନ ଗତି ନାହିଁ। ଅର୍ଥାତ ଏ ଜଗତରେ ଯାହା ଘଟୁଛି ସବୁ ସେ ବଡ଼ ଠାକୁର କରୁଛି।ତା ନିର୍ଦ୍ଦେଶରେ ହିଁ ତ ଏ...
କାହିଁକି ବଢୁଛି ପେଟ୍ରୋଲ ଡିଜେଲ ଦର : ମତ ରଖିଲା ବିଜେପି
ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା। ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ। ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି। ପ୍ରତ୍ୟେକ ଦିନ ସକାଳୁ ନୂଆ ଦର...
ରହିବନି ରକ୍ତ ଅଭାବ: ସପ୍ତାହ ବ୍ୟାପୀ ଚାଲିବ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚାରି ମାସ ହେବ କୋଭିଡ ୧୯ ସହ ଲଢ଼ୁଛି ଆମ ରାଜ୍ୟ। ଏହି ଚାରିମାସ ଭିତରେ ସବୁଠି ରକ୍ତ ଅଭାବ ଦେଖା ଦେଇଛି।ରାଜ୍ୟରେ ମଧ୍ୟ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବ...
ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁରୋଧ କଲେ ପ୍ରଣବ..
ପୁରୀ: ରଥଯାତ୍ରା ପାଇଁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଅଛନ୍ତି। ଏହାସହ ଜଗତର ନାଥ ଜଗନ୍ନାଥ ରାଜ୍ୟକୁ କରୋନା ମହାମାରୀ ଦାଉରୁ ରକ୍ଷା କରନ୍ତୁ ବୋଲି...
ଛେରାପହଁରା କରିବେ ଗଜପତି…
ପୁରୀ: ରଥଯାତ୍ରାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଲା। କାଲି ସକାଳୁ ମହାପ୍ରଭୁ ବଡ଼ ଦାଣ୍ଡରେ ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ। କୋଭିଡ ୧୯...
ରଥଯାତ୍ରା ପାଇଁ ୩ ମନ୍ତ୍ରୀଙ୍କ ସହ ସଂଜୟଙ୍କୁ ଦାୟିତ୍ୱ ଦେଲେ ସରକାର
ପୁରୀ: ସକାଳ ହେଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି ଅଛି। ଏହି ଅଳ୍ପ ସମୟରେ ରଥଯାତ୍ରାକୁ ସମ୍ପାଦନା କରିବା ପାଇଁ ପୁରୀ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତି...
ପ୍ରଥମ କର୍ତ୍ତବ୍ୟ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା : ଅରୁଣ ସାହୁ
ଭୁବନେଶ୍ୱର : ରାଜ୍ୟ ସରକାର କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ତରଫରୁ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛନ୍ତି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ରଥଯାତ୍ରା କରିବାକୁ...
ରଥଯାତ୍ରା ପାଇଁ ନବୀନଓ ପ୍ରଣବଙ୍କ ଗୋଟେ ପଦ : ଜୟ ଜଗନ୍ନାଥ ..
ପୁରୀ: ସୁପ୍ରିମ କୋର୍ଟର ନିଷ୍ପତି ଆସୁ ଆସୁ ନବୀନଙ୍କ ଟୁଇଟରେ ଟୁଇଟ ହେଲା ଜୟ ଜଗନ୍ନାଥ l ଆଉ ଏହି ଟୁଇଟ ଟି ଏପରି ଟ୍ରଲ ହେଉଛି l ସେମିତି ବିଜେଡି ସଂଗଠନ...
ଜଗନ୍ନାଥ ଅଗଣିତ ଜନତାଙ୍କର ବିଶ୍ୱାସ : ଧର୍ମେନ୍ଦ୍ର ପ୍ରଧାନ…
ନୂଆଦିଲ୍ଲୀ : ରଥଯାତ୍ରା ପାଇଁ ଆଜି ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି। କୋଭିଡ଼ ୧୯ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଏହି ରାୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ...














