ବଢ଼ିବ ବୀମା, ସାମ୍ବାଦିକଙ୍କୁ ମିଳିବ ପେନ୍ସନ୍: ମାନସ ମଙ୍ଗରାଜ…
( )ଓୟୁଜେ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ।
{ } ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ସମ୍ପର୍କିତ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟକାରୀ କରାଯିବ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବୀମାରାଶିର ପରିମାଣକୁ...
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ…
( ) ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ର।
୯୬ ଲକ୍ଷ ପରିବାର ଉପକାର ପାଇବେ।
ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର...
ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତର ଆଇନ୍ ବିଭାଗରେ ଜାତୀୟସ୍ତରରେ କର୍ମଶାଳା…
( )ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଆଇନ୍ ବିଭାଗ ତରଫରୁ ଜୁମ୍ ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ (ୠକ୍ଟକ୍ସମର ଗବସରଙ୍କକ୍ସର ଠସଗ୍ଦ-ବ-ଙ୍ଖସଗ୍ଦ ଉକ୍ଟଙ୍ଖସୟ ୧୯) ବିଷୟକ ନେଇ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି...
ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବା ନେଇ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ…
( ) ମାଲକାନଗିରିର ଗିରଫ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବା ଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଡିଜିଙ୍କ ଉଦେଶ୍ୟରେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୋଲିସ...
ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଆଲୋଚନା….
{ } ମାଲକାନଗିରି ସାମ୍ବାଦିକଙ୍କ ଦାବି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଆଜି ସନ୍ଧ୍ୟାରେ ଆଲୋଚନା କରିଛନ୍ତି। ଗତ...
କ୍ୟାବିନେଟ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା….
( )କ୍ୟାବିନେଟ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ଆଜି କ୍ୟାବିନେଟ୍ ବୈଠକରେ ମୁଖ୍ୟାଂଶ –
ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା...
ଆଜିଠୁ ଆରମ୍ଭ ହେଲା ବାୟୁ ସ୍ବାସ୍ଥ୍ୟ ସେଵା…
( ) ଆଜିଠୁ ମୁଖ୍ୟମନ୍ତ୍ରୀ ଙ୍କ ବାୟୁ ସ୍ବାସ୍ଥ୍ୟ ସେଵା ଆରମ୍ଭ ହେଲା। ଏସ ସି ବି ର ପାଞ୍ଚ ଜଣିଆ ଡାକ୍ତରିଦଳ ମାଲକାନଗିରି ଯାଇଛନ୍ତି।ସୁପରସ୍ପେଶାଲିଟି ବିଭାଗର ଡାକ୍ତର ସବୁ ଯାଇଛନ୍ତି।ଘର ପାଖରେ...
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନ ହେଲା ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁ…
( )ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦ୍ଘାଟିତ।
ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବର ଏବଂ ମହାନଦୀରେ ସିଂହନାଥ ମନ୍ଦିରକୁ ସଂଯୋଗ କରୁଛି ଏହି ସେତୁ।
୩.୪ କିଲୋମିଟର ଦୀର୍ଘ ଏହି T-ଆକାରର ସେତୁ...
ବାୟୁ ସ୍ବାସ୍ଥ୍ୟସେବା ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ…
( )‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।
ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା।
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଡାକ୍ତରୀଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ...
ବିଜେବି କଲେଜ ପ୍ରାକ୍ତନ ବିଦ୍ୟାର୍ଥୀ ସଂଘ “ବିଜେବି ଫ୍ରେଣ୍ଡସ୍” ର ସଭାଗୃହ ଉଦଘାଟିତ…
{ } ବିଜେବି କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘ "ବିଜେବି ଫ୍ରେଣ୍ଡସ୍" ର ନୂତନ ସଭାଗୃହ ରବିବାର ଉଦଘାଟିତ ହୋଇଯାଇଛି | ବିଜେବି କଲେଜ ପରିସରରେ ନିର୍ମିତ ଏହି ଗୃହକୁ କଲେଜ ର...














