ଆସ ସଭିଁଏ ଟିକେ ରଙ୍ଗୀନ ହୋଇଯିବା …❤️

() ଆସ ସଭିଁଏ ଟିକେ ରଙ୍ଗୀନ ହୋଇଯିବା ..❤️ ହୋଲି ସେବେ, ଆଉ ଏବେ … ଦେହରେ ରଙ୍ଗ ଲାଗିଲା ପୂର୍ବରୁ ମଣ୍ଟୁର ମନ ରଙ୍ଗୀନ ହୋଇଯାଇଛି । ଏବର୍ଷ ହୋଲିକୁ ବଡ଼ ଆନନ୍ଦରେ ପାଳିବା...

ପୌର ପଲିଟିକ୍ସ : ଇସ୍ତାହାରରେ ପ୍ରଣବଙ୍କ ବିକାଶର ନକ୍ସା ….

() ଯାଜପୁର ପୌର ପରିଷଦ ନିର୍ବାଚନରେ କାହିକିଁ ବିଜେଡି ବଡ ବିଜୟ ବ୍ୟବଧାନରେ ଜିତିବ ? ସହରବାସୀ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ ଭବ ପ୍ରସାଦ ଦାସଙ୍କ...

ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ମହିଳାମାନଙ୍କୁ ମିଳିଲା କଳିଙ୍ଗ ବୀରାଙ୍ଗନା ସମ୍ମାନ…

{ }50 ଜଣ ମହିଳା ଅତିକ୍ରମ କଲେ 80 କିଲୋମିଟର : ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମହିଳା କାର୍ ରାଲି ଆୟୋଜିତ , କଳିଙ୍ଗ ଵୀରାଂଗନା ସମ୍ମାନ ପ୍ରଦାନ : ( ) ସେବା...

ପୁଣି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…

( )ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି। ଆଉ 6ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର 3 ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ...

କଥା କହିଲା ପ୍ରଣବଙ୍କ ବିକାଶ : ପ୍ରଚାରରେ ସମର୍ଥନ ଅଜାଡ଼ି ଦେଲେ ଯାଜପୁରବାସୀ…

() ପୌର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସହର ମାନଙ୍କରେ ପ୍ରଚାର ସେତେ ଜମୁଛି । ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ନେତା ଓ କର୍ମୀ ଘର , ବଜାର , ଦୋକାନା...

ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା

( )କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ 24 ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ହେଲା ସମାଧାନ।  28 ହଜାର 310 ଛାତ୍ରଛାତ୍ରୀ ହେଲେ ଉପକୃତ। {}କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ...

ଆସନ୍ତାକାଲି ଠାରୁ 12ରୁ 14 ବର୍ଷ ପିଲାଙ୍କୁ ଟିକା….

( ) ଆସନ୍ତାକାଲି ଠାରୁ ଆରମ୍ଭ ହେବ 12ରୁ 14 ବର୍ଷ ବୟସ୍କଙ୍କ ଟୀକାକରଣ । ଯେଉଁମାନଙ୍କର 2015 ମାର୍ଚ୍ଚ 10 ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟୀକା ଦିଆଯିବ ।...

ଏଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା…

( )ଏଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକ ମାନଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି । ବିଧାୟକ ଓ ବିଧାୟିକା ଏବଂ...

ଯାଜପୁର ପୌର ପରିଷଦ ଫାଇଟ : ବିକାଶ ଦେବ ବଡ ବିଜୟ…

() ଯାଜପୁର ପୌର ପରିଷଦ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି । ମତଦାନ ଦେବାକୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ବିକାଶ ପଥରେ ଯେପରି ଯାଜପୁର ଜିଲ୍ଳା...

ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣ ର ସମୀକ୍ଷା କଲେ ମୁଖ୍ୟ ଶାସନ...

()ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି। ମୁଖ୍ୟ ଶାସନ ସଚିବଙ୍କର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବାଗ୍ଚୀ-କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ରରେ ବର୍ହିବାଭାଗ ସେବା ଆରମ୍ଭ। { }ଓଡ଼ିଶାରେ...

Follow us

20,832FansLike
0FollowersFollow
14,700SubscribersSubscribe

Latest news